"Prema Mo Jae Sari" is a Odia song performed by Swayam Padhi. It appears on "To Pain Prema" (2020). Cataloged under Regional Indian with a runtime of 4:24. Time-synchronized lyrics are available from a verified provider.
Released: 2020
View full album tracklist →ମନ ମୋ ତୋ ପାଖରେ ଆସ୍ତେ-ଆସ୍ତେ ଅଟକିଗଲା ଆଖି ମୋ ତୋ ଆଖିରେ ଲାଖିଯାଇ ସ୍ବପ୍ନ ଦେଖିଲା ମନ ମୋ ତୋ ପାଖରେ ଆସ୍ତେ-ଆସ୍ତେ ଅଟକିଗଲା ଆଖି ମୋ ତୋ ଆଖିରେ ଲାଖିଯାଇ ସ୍ବପ୍ନ ଦେଖିଲା ରୂପେଲି-ରୂପବତୀ ତୁ ମୋ ସଜକୁଆଁରୀ ନଜର ନିହାଣରେ ଆଉ ଦେନି ମାରି ତୋ ପାଇଁ ପ୍ରେମ ମୋ ଯାଏ ସରି ତୋ ପାଇଁ ପ୍ରେମ ମୋ ଯାଏ ସରି ହାତେ ହାତ ଧରି ଚାଲୁଥିଲୁ କିଛି ବାଟ ଚାଲି ରହିଗଲୁ ମୋତି ହେଇ ଝରିଗଲା ସବୁଠି ନାଲି ଅବିର କାଳେ କିଏ ମୋତେ ଦେଖିଦବ ଦେଖିଦେଲେ କିଛି କହିଦବ ଲାଗୁଥିଲା ଟିକେ-ଟିକେ ହାଏରେ ମୋତେ ଯେ ଡ଼ର ବରଷା ଘଟିଥିଲା, ମାରୁଥିଲା ବିଜୁଳି ଡ଼ରିକି ହାତକୁ ମୋର ଦେଲୁ ତୁ ଧରି ତୋ ପାଇଁ ପ୍ରେମ ମୋ ଯାଏ ସରି ତୋ ପାଇଁ ପ୍ରେମ ମୋ ଯାଏ ସରି ଦିନ ସରି-ସରି ଯାଉଥିଲା ପ୍ରେମ ଟିକେ ଟିକେ ବଢ଼ୁଥିଲା ଭାବୁଥିଲି କହିଦେବି, "ପାଖରୁ ଯା'ନି ଦୂର" ସଞ୍ଜ ନଇଁ-ନଇଁ ଯାଉଥିଲା ତାରା-ଫୁଲ ଫୁଟି ଉଠୁଥିଲା ସ୍ପର୍ଶହେଲା ଓଠେ ଓଠ ସାଥିରେ ପ୍ରଥମଥର ସ୍ପର୍ଶରେ ଲାଗିଲି ତୋର ବେଶି ସୁନ୍ଦରୀ ଜୋଛନା ଇର୍ଷାରେ ଗଲା ଟିକେ ଝାଉଁଳି ତୋ ପାଇଁ ପ୍ରେମ ମୋ ଯାଏ ସରି ତୋ ପାଇଁ ପ୍ରେମ ମୋ ଯାଏ ସରି ତୋ ପାଇଁ ପ୍ରେମ ମୋ ଯାଏ ସରି ତୋ ପାଇଁ ପ୍ରେମ ମୋ ଯାଏ ସରି
Swayam Padhi
Explore verified Odia songs and releases by Swayam Padhi.
View artist profile →Listen or verify this release via its official external catalog listing.
Open Official SourcePrema Mo Jae Sari • Swayam Padhi - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal