"Sunjara O Mahiya" is a Odia song performed by Swayam Padhi. It is featured on "Sunjara". The track has a runtime of 4:27. Time-synchronized lyrics are available from a verified provider.
सुन ज़रा, ਓ, ਮਾਹੀਆ ଏ ମନ ଖୋଜୁଛି ଆ ଥରେ सुन ज़रा, ਓ, ਮਾਹੀਆ ଏ ମନ ଖୋଜୁଛି ଆ ଥରେ ଅଧାରେ ଥିଲା ଯଉଠି ପ୍ରେମ ସେଇଠି ଅଛି ମୁଁ ଆ ଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ ଯଉ ବର୍ଷା ଥିଲା ଅଧା, ଆଜି ପୁଣି କରେ ଓଦା ପଶି ଆସି ଏଇ ମନ ଝରକା ବାଟେ କିଛି ଦିନ ଚୁପ ରହି ପବନ ଦେଲା ତ ଛୁଇଁ ଛାତିତଳେ ହେଇଗଲା କଣ ଗୋଟେ ଅଧାରେ ଥିଲା ଯଉଠି ବାଟ ସେଇଠି ଅଛି ମୁଁ ଆ ଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ ଯଉ ସ୍ବପ୍ନ ଅଧା ଦେଖା ଥିଲା ଭାରି ଏକା-ଏକା ଆଜି ପୁଣି ସେଇ ସ୍ବପ୍ନ ଆଖିକୁ ଡାକେ ହଁ, ଯଉ ଗପ ଅଧା ଲେଖା ଥିଲା ଦିନେ ଅନାମିକା ନୂଆ ନାଁ ଦେଇ ଆଜି ସେ ଗପ ଲେଖେ ଅଧାରେ ଥିଲା ଯଉଠି କଥା ସେଇଠି ଅଛି ମୁଁ ଆ ଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ ଏ ପ୍ରେମ ହେଇଯିବ ପୁଣିଥରେ
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics.
Swayam Padhi
Explore verified Odia songs and releases by Swayam Padhi.
View artist profile →Sun ja Mahi Sun ja Mahire • BABA SIDHANATH VISION