"Tu Chanchala Nai" is a Odia song performed by Swayam Padhi. It is featured on "Mr Majnu (Original Motion Picture Soundtrack)". Cataloged under Soundtrack with a runtime of 3:49. Time-synchronized lyrics are available from a verified provider.
Mr Majnu (Original Motion Picture Soundtrack)
View full album tracklist →ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା ଥରେ ଫେଣ୍ଟିହେଲେ ତୋ ମିଠା-ରଙ୍ଗ ଦେହସାରା ଖେଳିଯିବ ତରଙ୍ଗ ଆଉ ଫେରି ପାରିବୁନି ଜୁଆର ମୁଁ ଅବୁଜା ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା ତତଲା ତୋ ଧିମା-ଧିମା ନିଶ୍ୱାସ ଛୁଁ-ଛୁଁ ଜଳିଯାଏ ବାରୁଦ ଏ ବୟସ ତୋ ଛୁଆଁରେ ହାଏ, ଏ କି ମାଦକ? କାଦମ୍ବରି-ନିଶା ହାରେ କରିଦିଏ କୁହୁକ ଦୂରେ-ଦୂରେ ଆଉ ହୁଏନା ରହି ଓଠ ଯାହା ଆଜି ପାରେନା କହି ଦେହର କବିତା ମୋର ଆଖିରେ ତୁ ପଢିଯା ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା କଳାମେଘି ତୋର ସେଇ କେଶରେ ଛନ୍ଦିଦେ ତୁ ଧୀରେ-ଧୀରେ ସେ ଅଡୁଆ ଫାସରେ କମିଯାଉ ଆମ ପ୍ରେମ-ଦୂରତା ସରିଯାଉ ତୋ ବାହୁରେ ସବୁ ଚଞ୍ଚଳତା ଗାଲେ ନେସିଦେ ତୋ ଅଳସୀ-ରଙ୍ଗ ଗଲେ ଲାଗିଯାଉ ରେଶମୀ ଦାଗ ଅଧା-ଅଧୁରା କାହାଣୀ ଆଜି ପୁରା କରିଯା ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
Swayam Padhi
Explore verified Odia songs and releases by Swayam Padhi.
View artist profile →Tu Chanchala Nai • Swayam Padhi - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal