"Tu Ete Bhala Helu Kaain-Film" is a Odia song performed by Swayam Padhi. It is featured on "Love Express". Cataloged under Odia with a runtime of 4:03. Time-synchronized lyrics are available from a verified provider.
ତୁ ଏତେ ଭଲହେଲୁ କାଇଁ? ତୁ ଏତେ ଭଲହେଲୁ କାଇଁ? ମୁଁ ବାଧ୍ୟ ହୁଏ ତତେ ଚାହିଁବାକୁ ତୁ ଏତେ ଭଲଲାଗୁ କାଇଁ? ମୁଁ ବାଧ୍ୟ ହୁଏ ଭଲପାଇବାକୁ କହିବା ଆଗରୁ ଏଇ ମନ କଥା ଆସି କହିଦେଲୁ ମୋତେ ତୁ ମୋ first love ତୁ ମୋ sweet dream ହଁ ତୁ ମୋ heart beat ହଁ ତୁ, अब तू ही तू ମୋ first love ତୁ ମୋ sweet dream ହଁ ତୁ ମୋ heart beat ହଁ ତୁ, अब तू ही तू ଯେବେଠୁ ତତେ ଆଖି ଦେଖିଛି ନା ମୁଁ ସେବେଠୁ କେବେ ଶୋଇଛି ହଁ, ଯେବେଠୁ ତତେ ଆଖି ଦେଖିଛି ନା ମୁଁ ସେବେଠୁ କେବେ ଶୋଇଛି ତୋ ପ୍ରେମ ମୋତେ ଏତେ ଛୁଇଁଛି ନା ମୁଁ କାହାକୁ ଭାବି ପାରୁଛି ଭାବିଲେ କେବେଳ ତତେ ହିଁ ଭାବୁଛି ଆଉ କାହାକୁ ଜାଣେନା ମୁଁ ମୋ first love ତୁ ମୋ sweet dream ହଁ ତୁ ମୋ heart beat ହଁ ତୁ, अब तू ही तू ମୋ first love ତୁ ମୋ sweet dream ହଁ ତୁ ମୋ heart beat ହଁ ତୁ, अब तू ही तू ତୋ ମନ ଆଉ ମୋ ମନ ଲୁଚି କଥା ହୁଅନ୍ତି ଆଜିତ କିଛି ତୋ ମନ ଆଉ ମୋ ମନ ଲୁଚି କଥା ହୁଅନ୍ତି ଆଜିତ କିଛି ସେକଥା ମୋତେ ଖବର ଅଛି ଲକ୍ଷେରୁ ତତେ ନେଇଚି ବାଛି ଆଜିକାଲି ମୋତେ ଏମିତି ଲାଗୁଚି କିଛି ନୁହେଁ ରେ ତୋ ବିନା ମୁଁ ମୋ first love ତୁ ମୋ sweet dream ହଁ ତୁ ମୋ heart beat ହଁ ତୁ, अब तू ही तू ମୋ first love ତୁ ମୋ sweet dream ହଁ ତୁ ମୋ heart beat ହଁ ତୁ, अब तू ही तू
Verified lyricist and composition credits are not yet available for this recording.
Swayam Padhi
Explore verified Odia songs and releases by Swayam Padhi.
View artist profile →Tu Ete Bhala Helu Kaain - Romantic Film Song | Nibedita,Asit Tripathi | ତୁ ଏତେ ଭଲ | Sidharth Music • Sidharth Music
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal