"Kotha Bhoga Khiaa" is a Odia song performed by Bhikari Bal. It appears on "Best of Bhikari Bal, Vol. 1" (1981). Cataloged under Odia with a runtime of 4:58. Lyrics availability is confirmed from a verified provider.
Released: 1981
View full album tracklist →କୋଠ ଭୋଗଖିଆ କୋଠ ଭୋଗଖିଆ, ମୋ ଚକା ଆଖିଆ କୋଠ ଭୋଗଖିଆ, ମୋ ଚକା ଆଖିଆ ଉଠ ହେ ପହଡ ଭାଙ୍ଗି ଉଠ ହେ ପହଡ ଭାଙ୍ଗି ପଣ୍ଡା, ପଢ଼ିହାରି କରନ୍ତି ଗୁହାରି ହେବାକୁ ଚନ୍ଦନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗଖିଆ ନିଦା ପଥର ହେ ନିଦକେ ଶୋଇଲ ଷାଠିଏ ପଉଟି ଖାଇ ଷାଠିଏ ପଉଟି ଖାଇ ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ ଅନାଥ ଜନଙ୍କ ଡ଼ାକ ନ ଶୁଣୁଛ ଜଗତର ନାଥ ହୋଇ ଆରତୀ ବେଳ ଯେ ଗଡ଼ି ଯାଉଅଛି ଉଠ ହେ ଛପନ ଭୋଗୀ ହେବାକୁ ଚନ୍ଦନ ଲାଗି କୋଠ ଭୋଗଖିଆ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ପତିତ ଉଦ୍ଧାର ପାଇଁ ମୁଁ ଜଣେ ପତିତ, କାନ୍ଦି-କାନ୍ଦି ମରେ ମୁଁ ଜଣେ ପତିତ, କାନ୍ଦି-କାନ୍ଦି ମରେ ମୋ ଡ଼ାକ କି ଶୁଭୁନାହିଁ? ଏଡ଼େ ବଡ଼ପଣ ବୋହିଅଛ ପ୍ରଭୁ କୁହ ତେବେ କାହା ଲାଗି? ହେବାକୁ ଚନ୍ଦନ ଲାଗି କୋଠ ଭୋଗଖିଆ, ମୋ ଚକା ଆଖିଆ ଉଠ ହେ ପହଡ ଭାଙ୍ଗି ଉଠ ହେ ପହଡ ଭାଙ୍ଗି ପଣ୍ଡା, ପଢ଼ିହାରି କରନ୍ତି ଗୁହାରି ହେବାକୁ ଚନ୍ଦନ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗଖିଆ କୋଠ ଭୋଗଖିଆ, ମୋ ଚକା ଆଖିଆ ଉଠ ହେ ପହଡ ଭାଙ୍ଗି ଉଠ ହେ ପହଡ ଭାଙ୍ଗି
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Bhikari Bal
Explore verified Odia songs and releases by Bhikari Bal.
View artist profile →Listen or verify this release via its official external catalog listing.
Open Official SourceKotha Bhoga Khiaa • Bhikari Bal - Topic