"Jagabandhu Pari" is a Odia song performed by Bhikari Bal. It is featured on "Jagannath Janana - Vol 6". Cataloged under Devotional & Spiritual with a runtime of 4:34. Time-synchronized lyrics are available from a verified provider.
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ ଚଉଦ ଭୁବନ ବାରତା ଜାଣନ୍ତି ଚଉଦ ଭୁବନ ବାରତା ଜାଣନ୍ତି ଚକ୍ରରେ ଛେଦନ୍ତି ଆରତ, ନାହିଁ ନାହିଁ ତ ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ ଅକୃର ଆଣିନ ଗଲା ତ ଗାଈ ଦୁହୁଁ ଦୁହୁଁ, କେଶ ଫିଟିଗଲା ଗାଈ ଦୁହୁଁ ଦୁହୁଁ, କେଶ ଫିଟିଗଲା ଚତୁର୍ଭୁଜ ହେଲେ ଅନନ୍ତ, ନାହିଁ ନାହିଁ ତ ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା କୋଟିବସ୍ତ୍ର ଦିଆଇଲେ ତ ଭାରତ ଯୁଦ୍ଧରେ, ଧରତିଆ ପକ୍ଷୀ ଭାରତ ଯୁଦ୍ଧରେ, ଧରତିଆ ପକ୍ଷୀ ଘଣ୍ଟ ଘୋଡ଼ାଇ ରଖିଲେ ତ, ନାହିଁ ନାହିଁ ତ ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ ନାଶନେ ଆରତି ଆରତ କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ ପଦ୍ମପାଦ ଚିତ୍ତେ ଧ୍ୟାୟୀ ତ, ନାହିଁ ନାହିଁ ତ ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ ନାହିଁ ନାହିଁ ତ, ନାହିଁ ନାହିଁ ତ
Bhikari Bal
Explore verified Odia songs and releases by Bhikari Bal.
View artist profile →Jagabandhu Pari • Bhikari Bal - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal