"Prabhu Pada Tale Pronoti Dhale" is a Odia song performed by Bhikari Bal. It is featured on "Ghara Sansar". Cataloged under Regional Indian with a runtime of 3:21. Lyrics availability is confirmed from a verified provider.
ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ ତୋଳି ଫୁଜାଫୁଲ ସଞ୍ଜ ସକାଳେ ତୋଳି ଫୁଜାଫୁଲ ସଞ୍ଜ ସକାଳେ ପ୍ରଭୁ ପଦ ତଳେ ପ୍ରଣତି ଜାଳେ ପ୍ରଭୁ ପଦ ତଳେ ପ୍ରଣତି ଜାଳେ ମଙ୍ଗଳମୟ ତୁମରି କରୁଣା ଜୀବନରେ ଭରେ ସକଳ କାମନା ମଙ୍ଗଳମୟ ତୁମରି କରୁଣା ଜୀବନରେ ଭରେ ସକଳ କାମନା ଜୀବନରେ ଭରେ ସକଳ କାମନା ଶାନ୍ତିର ସୁର ତଳେ ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ ଚାଲିବାକୁ ତୁମେ ଦେଖାଇଛି ପଥ ଗାଇବାକୁ ତୁମେ ଶିଖାଇଛି ଗୀତ ଚାଲିବାକୁ ତୁମେ ଦେଖାଇଛି ପଥ ଗାଇବାକୁ ତୁମେ ଶିଖାଇଛି ଗୀତ ଗାଇବାକୁ ତୁମେ ଶିଖାଇଛି ଗୀତ ଗାଏ ନିବେଦନ ସୁରେ ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ ତୁମରି ଆଶିଷେ ସୁନ୍ଦର ଧରା ପୀୟ ପରିଜନ ବନ୍ଧୁରେ ଭରା ତୁମରି ଆଶିଷେ ସୁନ୍ଦର ଧରା ପୀୟ ପରିଜନ ବନ୍ଧୁରେ ଭରା ପୀୟ ପରିଜନ ବନ୍ଧୁରେ ଭରା ମମତାର ମଧୁ ଝରେ ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ ତୋଳି ଫୁଜାଫୁଲ ସଞ୍ଜ ସକାଳେ ତୋଳି ଫୁଜାଫୁଲ ସଞ୍ଜ ସକାଳେ ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ ପ୍ରଭୁ ପଦ ତଳେ ପ୍ରଣତି ଢ଼ାଳେ
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Bhikari Bal
Explore verified Odia songs and releases by Bhikari Bal.
View artist profile →