"Michhe Sina Mali" is a Odia song performed by Bhikari Bal. It is featured on "Best of Bhikari Bal, Vol. 1". Cataloged under Worldwide with a runtime of 3:25. Lyrics availability is confirmed from a verified provider.
ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି ଶୁଣିବାକୁ ଦୁଃଖ ମୋର କାନତ କଲ ପଥର ଶକତି ନାହିଁ ତୁମର ତାରିବାକୁ ଦୁଃଖୀ ହେ... ଚକା ଆଖି ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି ଡରି ମରି ଲୋକ କହେ ତୁମେ ଦୁଃଖ ହାରୀ, ତୁମେ ଦୁଃଖ ହାରୀ ଆଖୁଛୁଇଁ କହ ଦୁଃଖ ହରିଛ କାହାରି ପ୍ରଭୁ ହରିଛ କାହାରି ସତ ମୁଁ କହୁଛି ବୋଲି ଦେବି କୋଟି ସାକ୍ଷୀ... ହେ ଚକା ଆଖି ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି ରାଧାକୁ ଝୁରାଇ ତୁମେ ମାରିଛ କି ନାହିଁ ମାରିଛ କି ନାହିଁ କରେ ଯେ ତୁମର ଆଶ କାନ୍ଦି ମରେ ସେହି... ପ୍ରଭୁ କାନ୍ଦି ମରେ ସେହି ବଖାଣୀ ବସିଲେ ତୁମ ଗୁଣ ସରିବ କି ହେ ଚକାଆଖି ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି ମିଛେ ସିନା ମଲି ଡାକି ଡାକି ହେ ଚକା ଆଖି
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Bhikari Bal
Explore verified Odia songs and releases by Bhikari Bal.
View artist profile →Michhe Sina Mali • Bhikari Bal - Topic