"Hatiaa Thakura Aau" is a Odia song performed by Bhikari Bal. It is featured on "Best of Bhikari Bal, Vol. 1". The track has a runtime of 4:56. Time-synchronized lyrics are available from a verified provider.
ଠାକୁର, ହେ-ଏ ଠାକୁର, ହେ-ଏ ହଟିଆ ଠାକୁର ଆଉ କେତେ ନାଟ ଦେଖିବ? ହଟିଆ ଠାକୁର ଆଉ କେତେ ନାଟ ଦେଖିବ? ହଟିଆ ଠାକୁର ଆଉ ଚଲାଇ ତାତି ବାଲିରେ ଚଲାଇ ତାତି ବାଲିରେ ହାଟ ମୋର ସାରିବ ହଟିଆ ଠାକୁର ଆଉ କେତେ ନାଟ ଦେଖିବ? ହଟିଆ ଠାକୁର ଆଉ ଗୁହାରି ମୋ ନଶୁଣ ଯେବେ କା' ଆଗେ ମୁଁ କହିବି ତେବେ? ଗୁହାରି ମୋ ନଶୁଣ ଯେବେ କା' ଆଗେ ମୁଁ କହିବି ତେବେ? ଦୀନବନ୍ଧୁ ନାମେ ସିନା ଦୀନବନ୍ଧୁ ନାମେ ସିନା ଦୀନବନ୍ଧୁ ନାମେ ସିନା ଅପଯଶ ବାନା ଉଡ଼ିବ ହଟିଆ ଠାକୁର ଆଉ କେତେ ନାଟ ଦେଖିବ? ହଟିଆ ଠାକୁର ଆଉ କଲବଲ କରୁଛ ଏତେ କି ସୁଖ ବା ପାଉଛ ସତେ? କଲବଲ କରୁଛ ଏତେ କି ସୁଖ ବା ପାଉଛ ସତେ? ଦୁଃଖ ପରେ ଦୁଃଖ ଦାଉ ଦୁଃଖ ପରେ ଦୁଃଖ ଦାଉ କେତେ ଆଉ କିଏ ସହିବ? ହଟିଆ ଠାକୁର ଆଉ କେତେ ନାଟ ଦେଖିବ? ହଟିଆ ଠାକୁର ଆଉ ସବୁ ଶୁଣୁଛ, ଦେଖୁଛ ମନେ ଥାଇ କି ନଜାଣୁଛ ସବୁ ଶୁଣୁଛ, ଦେଖୁଛ ମନେ ଥାଇ କି ନଜାଣୁଛ ଚେଇଁ ଶୋଇବା ଗୁଣଟି ଚେଇଁ ଶୋଇବା ଗୁଣଟି କେବେ ଆଉ ତୁମେ ଛାଡ଼ିବ? ହଟିଆ ଠାକୁର ଆଉ କେତେ ନାଟ ଦେଖିବ? ହଟିଆ ଠାକୁର ଆଉ ଚଲାଇ ତାତି ବାଲିରେ ହାଟ ମୋର ସାରିବ ହଟିଆ ଠାକୁର ଆଉ କେତେ ନାଟ ଦେଖିବ? ହଟିଆ ଠାକୁର ଆଉ
Verified lyricist and composition credits are not yet available for this recording.
Bhikari Bal
Explore verified Odia songs and releases by Bhikari Bal.
View artist profile →Hatiaa thakura Aau || Bhikari Bal Bhajan @bhikaribalofficial • bhikari bal official
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal