"Bhala Pae Re" is a Odia song performed by Aseema Panda. It is featured on "Aseema Panda". Cataloged under Regional Indian with a runtime of 4:30. Time-synchronized lyrics are available from a verified provider.
ପ୍ରେମର ବଜାରରେ ଖୁସିର ଓଜନଟା ଲାଗେ ରେ ଆଜି କାଇଁ ତ ଟିକେ ଭାରି? ସେଇଥି ପାଇଁ ବୋଧେ ଖୁସିରୁ ମୋର ଅଧେ ଯୁଆଡେ ଗଲେ ପଡୁଛି ଖାଲି ଝରି ଯେତେ ତାରା ଅଛି ଆକାଶରୁ ସାଉଁଟି ନାଇଦେବି ତୋ ଗଭାରେ ମୁଁ ଧିରେ ଧିରେ ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ? ଜାଣେନା ରେ, କାଇଁ ଜାଣେନା ରେ? ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ? ଜାଣେନା ରେ, କାଇଁ ଜାଣେନା ରେ? କିଛି ବୋଧେ କହିବୁ ବୋଲି, ତୋ ପାଖକୁ ଧାଇଁ ଆସିଲି ଲାଜରେ ଗଲୁ ଟିକେ ଝାଉଁଳି ଅଧାକୁହା ଓଠର କଥା, ମନ କରେ କିବା ଅଜଣା ପ୍ରେମରେ ତୋର ଯାଏ ତରଳି ଯେତେ ସ୍ବପ୍ନ ବାକି ଅଛି ଏଇ ରାତିରେ ବୁଣିଦେବି ସବୁ ଆଣି ପୁଣି ତୋ ନିଦରେ ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ? ଜାଣେନା ରେ, କାଇଁ ଜାଣେନା ରେ? ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ? ଜାଣେନା ରେ, କାଇଁ ଜାଣେନା ରେ? ଆଜି ଏଇ ଆକାଶ ସାରା ଏତେ ରଙ୍ଗ କିଏ ବୁଣିଲା? ଇର୍ଷାରେ ଇନ୍ଦ୍ରଧନୁ ଜଳେ ରେ ଓ, ତୋ ହସର ରଙ୍ଗ ଛିଟିକା ବୋଧେ ଯାଇ ଲାଗିଗଲା ରେ ଜଳିଲେ ଜଳୁ, କିଏ ପଚାରେ ଯେତେ ପ୍ରେମ ବାକିଅଛି ସବୁ ସାଉଁଟି ଢାଳିଦେବି ଏକାଥରେ ଆସି ଧୀରେ ଧୀରେ ଭଲପାଏ ରେ, ପାଏ ରେ, ତତେ କାଇଁ ଏତେ ରେ? ଜାଣେନା ରେ, କାଇଁ ଜାଣେନା ରେ? ଜାଣେନା ରେ, କାଇଁ ଜାଣେନା ରେ? ଜାଣେନା ରେ, ଜାଣେନା ରେ
Verified lyricist and composition credits are not yet available for this recording.
Aseema Panda
Explore verified Odia songs and releases by Aseema Panda.
View artist profile →Bhala Pae Re • Aseema Panda - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal