"Aahe Nila Saila" is a Odia song performed by Aseema Panda. It is featured on "Best Bhajan Songs Of Aseema Panda". Cataloged under Regional Indian with a runtime of 4:51. Lyrics availability is confirmed from a verified provider.
Best Bhajan Songs Of Aseema Panda
View full album tracklist →ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନକୁ କର ଦଳନ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନକୁ କର ଦଳନ ଆହେ ନୀଳ ଶଇଳ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଷି, ନକ୍ର ନାଶି ଉଦ୍ଧାରିଲ ଆପଣ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନକୁ କର ଦଳନ ଆହେ ନୀଳ ଶଇଳ ଆହେ ନୀଳ ଶଇଳ କୁରୁସଭା ତଳେ ଶୁଣି ଦୌପଦୀର ଜଣାଣ କୁରୁସଭା ତଳେ ଶୁଣି ଦୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶଇଳ ଆହେ ନୀଳ ଶଇଳ କହେ ସାଲବେଗ ହୀନ ଜାତିରେ ମୁଁ ଯବନ କହେ ସାଲବେଗ ହୀନ ଜାତିରେ ମୁଁ ଯବନ ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ପ୍ରବଳ ମତ୍ତ ବାରଣ ମୋ ଆରତ ନଳିନୀବନକୁ କର ଦଳନ ଆହେ ନୀଳ ଶଇଳ ଆହେ ନୀଳ ଶଇଳ ଆହେ ନୀଳ ଶଇଳ
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Aseema Panda
Explore verified Odia songs and releases by Aseema Panda.
View artist profile →Aahe Nila Saila • Aseema Panda - Topic