"A For Apple- Haladi Ginaa" is a Odia song performed by Aseema Panda. It is featured on "Asimanka Chulbuli Mana". Cataloged under Odia with a runtime of 1:58. Time-synchronized lyrics are available from a verified provider.
A for Apple-Apple B for Banana C for Couple-Couple D for ଡ଼ାନାନା A for Apple-Apple B for Banana C for Couple-Couple D for ଡ଼ାନାନା E for ଇଲୋ ବୋଉଲୋ ଏଇଠି ଥିଲା, କୁଆଡେ ଗଲା? କିଏ ସେ ନେଲା? କଣ କଲା? (Sorry to say baby, କଣ ସୁନା?) ନାଇଁ ମ (ଆଉ?) ମୋ ହଳଦୀ ଗିନା, ମୋ ହଳଦୀ ଗିନା ମୋ ହଳଦୀ ଗିନା, ମୋ ହଳଦୀ ଗିନା ମାଛ ଝମ୍ପି ନେଲା ମାଛରଙ୍କା ଆସି ଧାନ ଖାଇଗଲା ବଣି ତମେ ଯଉ କଥା ଫୁସୁର-ଫାସର ଆମେ ସେଇ କଥା ଜାଣି ଚୋର ଦେଖିଦେଲା କବାଟ ଫାଙ୍କରେ ମୋ ଘର ସୁନା ଖଣି ନୀତି ରାତିରେ ଆସିକି ମାଗୁଛି ଦବ କି ଗିଲାସେ ପାଣି F for, f for, f for ଫାଜିଲି-ଫାଜିଲି J for ଯବାନି H for heart ଦେଖିଲେ ହେଇଯାଏ ଦିୱାନୀ I for अई-अईयो ଏଇଠି ଥିଲା, କୁଆଡେ ଗଲା? କିଏ ସେ ନେଲା? କଣ କଲା? (Sorry to say, କ'ଣ କାଚ ଆଇନା?) ନାଇଁ ମ (ଆଉ?) ମୋ ହଳଦୀ ଗିନା, ମୋ ହଳଦୀ ଗିନା ମୋ ହଳଦୀ ଗିନା, ମୋ ହଳଦୀ ଗିନା
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Aseema Panda
Explore verified Odia songs and releases by Aseema Panda.
View artist profile →A For Apple Haladi Ginaa | Bajarngi | Amlan ,Anubha | Prem Anand | Sidharth Music • Sidharth Music 2