"Tu Chahinle (Female Version)" is a Odia song performed by Aseema Panda. It is featured on "Aseema Panda Best Sad Hits". Cataloged under Regional Indian with a runtime of 3:57. Time-synchronized lyrics are available from a verified provider.
ସାଥୀ କରିବାକୁ ତତେ ମୁଁ ଦେଖେ ସପନ କେମିତି କହିବି ତତେ ଆରେ ମୋ ଧନ ସାଥୀ କରିବାକୁ ତତେ ମୁଁ ଦେଖେ ସପନ କେମିତି କହିବି ତତେ ଆରେ ମୋ ଧନ ତତେ ରେ ଦେଇଛି ଏଇ ମୋ ମନ ଜାଣେନା ବୁଝିବୁ କି ନାହିଁ ମୋ ପ୍ରେମ ତତେ ଦେଖିଲେ ଲାଗୁଛି କାହିଁରେ ଆସିଛୁ ତୁ ଖାଲି ମୋ ପାଇଁରେ ମୋ ଭିତରେ ଖେଳେ ଶିହରଣ ତୁ ଚାହିଁଲେ ସତ ହବ ମିଛ ସପନ ତୁ ଚାହିଁଲେ ରାସ୍ତା ମୋର ହବ ପୂରଣ ସାଥୀ କରିବାକୁ ତତେ ମୁଁ ଦେଖେ ସପନ କେମିତି କହିବି ତତେ ଆରେ ମୋ ଧନ ତତେ ମୁଁ ଏତେ ଭଲ ପାଏରେ କାହିଁ ତୋ ଠାରୁ ନିଜର ମୋର କେହି ନାହିଁ ଯୁଆଡ଼େ ଚାହିଁଲେ ସବୁଠିରେ ତୁହି ଲାଗୁଛି ପାଗେଳି କାଳେ ଯିବି ହୋଇ କଥା ତୋର ନ ଭାବିଲେ ବୁଝେନା ମନ ସାଥୀ କରିବାକୁ ତତେ ମୁଁ ଦେଖେ ସପନ କେମିତି କହିବି ତତେ ଆରେ ମୋ ଧନ ତୁ ଚାହିଁଲେ ସତ ହବ ମିଛ ସପନ ତୁ ଚାହିଁଲେ ରାସ୍ତା ମୋର ହବ ପୂରଣ କହ କେବେ ଦବୁ ଟୋପାଏ ସିନ୍ଦୂର ଚାହିଁ ମୁଁ ରହିଛି ବାଟକୁ ତୋହର ହଁ ଅଛିରେ ଭରସା ଉପରେ ତୋହର ବୁଝିବୁ ତୁ ଦିନେ ଏ ପ୍ରେମକୁ ମୋର ମୁଁ ଦେହ ହେଲେ ପରା ତୁ ମୋ ଜୀବନ ସାଥୀ କରିବାକୁ ତତେ ମୁଁ ଦେଖେ ସପନ କେମିତି କହିବି ତତେ ଆରେ ମୋ ଧନ ତୁ ଚାହିଁଲେ ସତ ହବ ମିଛ ସପନ ତୁ ଚାହିଁଲେ ରାସ୍ତା ମୋର ହବ ପୂରଣ
Verified lyricist and composition credits are not yet available for this recording.
Aseema Panda
Explore verified Odia songs and releases by Aseema Panda.
View artist profile →Sathi Karibaku Tate | Tu Chahinle | Female | Studio Version | Asima Panda | Odia Song | OdiaNews24 • OdiaNews 24
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal