"Ede Beimani Tu (Female Version)" is a Odia song performed by Aseema Panda. It is featured on "Aseema Panda Best Sad Hits". Cataloged under Regional Indian with a runtime of 4:42. Time-synchronized lyrics are available from a verified provider.
ଏଡେ ବେଇମାନି ତୁ, ଏଡେ ବେଦରଦି ତୁ ଏଡେ ବେଇମାନି ତୁ, ଏଡେ ବେଦରଦି ତୁ ତତେ ବିଶ୍ୱାସ କରି ମନ ଦେଇଥିଲି ମୁଁ ମୋ ମନ ଭାଙ୍ଗିଦେଇ ଚାଲିଗଲୁ ସାଥି ତୁ ଖୁସି ନେଲୁ ଛଡେଇ, ଖାଲି ଲୁହ ଦେଲୁ ତୁ ତତେ ନିଜର କରି ନୀତି ଜଳୁଛି ରେ ମୁଁ ମୋ ଆଖିର ଲୁହରେ ଭାସିଯିବୁ ସାଥି ତୁ ମୋ ଆଖିର ଲୁହରେ ଭାସିଯିବୁ ସାଥି ତୁ ତୋ ପ୍ରେମରେ କେତେ ଭରସା କରି ଭଲ ପାଉଥିଲି ଛଳନା ଥିଲା ମନରେ ତୋର ଜାଣି ମୁଁ ନଥିଲି ମୋ ହୃଦୟ ତଳେ ଘରଟେ କରି ତତେ ରଖିଥିଲି ପାଇଗଲୁ ତୁ ତୋ ନୂଆ ସାଥି, ଗଲୁ ମତେ ଭୁଲି ହଁ, ଗଲୁ ମତେ ଭୁଲି ଏଡେ ସ୍ୱାର୍ଥପର ତୁ, ଜାଣି ନଥିଲି ରେ ମୁଁ ଏଡେ ସ୍ୱାର୍ଥପର ତୁ, ଜାଣି ନଥିଲି ରେ ମୁଁ ସ୍ଵାର୍ଥ ସରିଲା ବୋଲି ହାତ ଛାଡ଼ିଦେଲୁ ତୁ ମୋ ଛାତିର କୋହରେ ଜଳିଯିବୁ ସାଥି ତୁ ମୋ ଛାତିର କୋହରେ ଜଳିଯିବୁ ସାଥି ତୁ ଏଇ ଦୁନିଆ ଭୁଲି ନିଜର କଲି ହୃଦୟକୁ ତୋର କେମିତି କହ ହେଇଗଲୁ ରେ ତୁ ଆଉ କାହାର ମୋ ମନଟା ଥିଲା ତୋ ପାଇଁ ବୋଧେ ମାଟିର ଖେଳନା ଏମିତି ଖେଳ ଖେଳିଦେଲୁ ତୁ ହେଲି ଚୁନା-ଚୁନା ଆରେ, ହେଲି ଚୁନା-ଚୁନା ଏଡେ धोकेबाज ତୁ, ଭାବି ନଥିଲି ରେ ମୁଁ ଏଡେ धोकेबाज ତୁ, ଭାବି ନଥିଲି ରେ ମୁଁ ସବୁ ସପନ ମୋର ଜାଳିଦେଇ ଗଲୁ ତୁ ମୋ ଭଲ ପାଇବାକୁ ଝୁରି ମରିବୁ ରେ ତୁ ମୋ ଭଲ ପାଇବାକୁ ଝୁରି ମରିବୁ ରେ ତୁ ଏଡେ ବେଇମାନି ତୁ, ଏଡେ ବେଦରଦି ତୁ ତତେ ବିଶ୍ୱାସ କରି ମନ ଦେଇଥିଲି ମୁଁ ମୋ ମନ ଭାଙ୍ଗିଦେଇ ଚାଲିଗଲୁ ସାଥି ତୁ ମୋ ଆଖିର ଲୁହରେ ଭାସିଯିବୁ ସାଥି ତୁ ମୋ ଛାତିର କୋହରେ ଜଳିଯିବୁ ସାଥି ତୁ
Aseema Panda
Explore verified Odia songs and releases by Aseema Panda.
View artist profile →Ede Beimani Tu (Female Version) • Aseema Panda - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal