"Bhagya Thile Karibu" is a Odia song performed by Bhikari Bal. It is featured on "Bhikari Balanka Bhabapurna Gita-2". Cataloged under Odia with a runtime of 4:58. Lyrics availability is confirmed from a verified provider.
Bhikari Balanka Bhabapurna Gita-2
View full album tracklist →ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ନରେନ୍ଦ୍ର ଜଳରେ ଯାଇ ନରେନ୍ଦ୍ର ଜଳରେ ଯାଇ କରିବି ସ୍ନାହାନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ବଡ଼ଦାଣ୍ଡ ରେଣୁ ନେଇ ବୋଳିବି ମଥାରେ ପ୍ରସାଦ ମାଗି ଖାଇବି ଆନନ୍ଦ ବଜାରେ ବଡ଼ଦାଣ୍ଡ ରେଣୁ ନେଇ ବୋଳିବି ମଥାରେ ପ୍ରସାଦ ମାଗି ଖାଇବି ଆନନ୍ଦ ବଜାରେ ସାଧୁସନ୍ଥ ମେଳେ ବସି ସାଧୁସନ୍ଥ ମେଳେ ବସି ଗାଇବି ଭଜନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ସନ୍ଧ୍ୟାଆଳତି ବେଳାରେ ତୋହରି ଛାମୁରେ ଦେଖିବି କଳା ଶ୍ରୀମୁଖ ଗରୁଡ଼ ପଛରେ ସନ୍ଧ୍ୟାଆଳତି ବେଳାରେ ତୋହରି ଛାମୁରେ ଦେଖିବି କଳା ଶ୍ରୀମୁଖ ଗରୁଡ଼ ପଛରେ ମାଗିବି ଏ ଅଧମ କୁ ମାଗିବି ଏ ଅଧମ କୁ ଦିଅ ହେ ଶରଣ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ନରେନ୍ଦ୍ର ଜଳରେ ଯାଇ ନରେନ୍ଦ୍ର ଜଳରେ ଯାଇ କରିବି ସ୍ନାହାନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Bhikari Bal
Explore verified Odia songs and releases by Bhikari Bal.
View artist profile →Bhagya Thile Karibu Mun Sri Khetra Darsna - Best Of Bhikari Bala Bhajan |ଭାଗ୍ୟ ଥିଲେ | Bhikari Bala • Golden Odia Bhajan