"Tu Mo Love Story - 2 Title Track" is a Odia song performed by Ashutosh Mohanty. It appears on "Tu Mo Love Story - 2" (2019). Cataloged under Soundtrack with a runtime of 4:09. Time-synchronized lyrics are available from a verified provider.
Released: 2019
View full album tracklist →ଚାଲ୍ ଆମେ ଆଉଥରେ ପାଖାପାଖି ବସିବା ନବା ଗୋଟେ selfie ଚାଲ୍ ଆମେ ଆଉଥରେ ଅଧାଅଧା ପିଇବା ଗୋଟେ cup coffee ଯା ମାନିଯା, କଥା ମାନିଯା ପଛକୁ ଆ ଫେରି ଭୁଲ୍ ଥିଲେ sorry ତୁ ମୋ love story ତୁ ମୋ love story ତୁ ମୋ love story ତୁ ମୋ love story ତୁ ଅଛୁ ମୋ ଭିତରେ ତଥାପି ଖୋଜୁଛି ତତେ ମୁଁ ଅଛି ତୋ ଭିତରେ କାହିଁକି ପାଉନୁ ମୋତେ ଚାଲ୍ ଅମେ ଆଉଥରେ ସାଇକଲରେ ବୁଲିବା ମାରୁଥିବା ସିଟି ଚାଲ୍ ଆମେ ଆଉଥରେ dream ଟିକେ ଦେଖିବା ଅଳ୍ପ ଥିବ dirty ଆ ଫେରିଆ, ଟିକେ ଫେରିଆ ନହେଲେ ଯିବି ମରି ଭୁଲ୍ ଥିଲେ sorry ତୁ ମୋ love story ତୁ ମୋ love story ତୁ ମୋ love story ତୁ ମୋ love story ତୋ ବିନା ଏ ହୃଦୟ ଭାଙ୍ଗିଯାଏ ଯେମିତି କାଚ ତୋ ବିନା ମୋ ବଂଚିବା ମିଛଠୁ ବି ଆହୁରି ମିଛ ଚାଲ୍ ଆମେ ଆଉଥରେ shopping ମିଶି କରିବା Dress ଆଉ ଶାଢ଼ୀ ଚାଲ୍ ଆମେ ଆଉଥରେ ଗୁପଚୁପ୍ ଖାଇବା ଗୋଟେ ଠୋଲା ଧରି ଆଉ ପାରୁନି, ସହି ପାରୁନି ହେଲାଣି କଷ୍ଟ ଭାରି ଭୁଲ୍ ଥିଲେ sorry ତୁ ମୋ love story ତୁ ମୋ love story ତୁ ମୋ love story ତୁ ମୋ love story ତୁ ମୋ love story ତୁ ମୋ love story ତୁ ମୋ love story ତୁ ମୋ love story
Verified lyricist and composition credits are not yet available for this recording.
Ashutosh Mohanty
Explore verified Odia songs and releases by Ashutosh Mohanty.
View artist profile →Listen or verify this release via its official external catalog listing.
Open Official SourceLyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal