"Jhul Baby Jhul" is a Odia song performed by Ashutosh Mohanty. It is featured on "Jhul Baby Jhul". Cataloged under Odia with a runtime of 3:32. Time-synchronized lyrics are available from a verified provider.
ଝୁଲ୍ baby, ଝୁଲ୍ baby ଝୁଲ୍ baby, ଝୁଲ୍ baby, ଝୁଲ୍ baby ଝୁଲ୍ baby ଝୁଲ୍ ବୟସ ତୋର ତାଜା ତୁ ବାଆ ପାଣି ଖାଇ ଫୁଲ୍ ହଁ, ଝୁଲ୍ baby ଝୁଲ୍ ବୟସ ତୋର ତାଜା ତୁ ବାଆ ପାଣି ଖାଇ ଫୁଲ୍ ଠିଆ ପୁଚି ନାରଙ୍ଗ ଗୋଡ଼ ଦି ଟା ସାରଙ୍ଗ ମୋରି ପାଇଁ road ଜାମ୍ କଟକ ଠାରୁ ବାରଙ୍ଗ ତୋରି ପାଇଁ ଲାଗୁ ହେଲା ନୂଆ traffic rule ଝୁଲ୍ baby ଝୁଲ୍ baby ଝୁଲ୍ ବୟସ ତୋର ତାଜା ତୁ ବାଆ ପାଣି ଖାଇ ଫୁଲ୍ ଝୁଲ୍ baby ଝୁଲ୍ ବୟସ ତୋର ତାଜା ତୁ ବାଆ ପାଣି ଖାଇ ଫୁଲ୍ ବାଆ ପାଣି ଖାଇ ଫୁଲ୍ Line ଟିକେ ଦବୁ ବୋଲି Helmet ଭୁଲିଗଲି ଗୋରା ମୁହଁକୁ ଦେଖିବା ପାଇଁ ଚାଲାଣ କାଟି ମଲି ହେ, Line ଟିକେ ଦବୁ ବୋଲି Helmet ଭୁଲିଗଲି ଗୋରା ମୁହଁକୁ ଦେଖିବା ପାଇଁ ଚାଲାଣ କାଟି ମଲି ଆରେ, ହଟା ରେ ହଟା, ନଜର ହଟା ଶୁଣାନା ପ୍ରେମ ଗପଟା ତୋରି ପାଇଁ ବୁଲୁଛି ପିନ୍ଧି ମୁହଁରେ ବାନ୍ଧି ଦୁପଟା ଦୁପଟା ଖୋଲି ଆ ଲୋ ଚାଲି କଣ ନବୁ? ଝୁଲ୍ baby ଝୁଲ୍ baby ଝୁଲ୍ ବୟସ ତୋର ତାଜା ତୁ ବାଆ ପାଣି ଖାଇ ଫୁଲ୍ ହେ, ଝୁଲ୍ baby ଝୁଲ୍ ବୟସ ତୋର ତାଜା ତୁ ବାଆ ପାଣି ଖାଇ ଫୁଲ୍ ତୁ ବାଆ ପାଣି ଖାଇ ଫୁଲ୍ ଡଙ୍ଗଡ଼-ଡଙ୍ଗଡ଼-ଡଙ୍ଗଡ଼-ଡାଉଁ ଡଙ୍ଗ-ଡଙ୍ଗ-ଡଙ୍ଗଡ଼-ଡାଉଁ ଡଙ୍ଗଡ଼-ଡଙ୍ଗଡ଼-ଡଙ୍ଗଡ଼-ଡାଉଁ ଡ଼ାଉଁ-ଡ଼ାଉଁ-ଡ଼ାଉଁ ଡଙ୍ଗଡ଼-ଡଙ୍ଗଡ଼-ଡଙ୍ଗଡ଼-ଡାଉଁ ଡଙ୍ଗ-ଡଙ୍ଗ-ଡଙ୍ଗଡ଼-ଡାଉଁ ଡଙ୍ଗଡ଼-ଡଙ୍ଗଡ଼-ଡଙ୍ଗଡ଼-ଡାଉଁ ଡ଼ାଉଁ-ଡ଼ାଉଁ-ଡ଼ାଉଁ ହେ, ମନଟା ମୋର ନହକ ଫୁଲ ଝିଅ ମୁଁ ଭାରି ଫୁଲେଇ Chance ଦେଲି ନେଇଯା ରେ ଯୁଆଡ଼େ ନବୁ ବୁଲେଇ ମନଟା ମୋର ନହକ ଫୁଲ ଝିଅ ମୁଁ ଭାରି ଫୁଲେଇ Chance ଦେଲି ନେଇଯା ରେ ଯୁଆଡ଼େ ନବୁ ବୁଲେଇ ଏତେ ଦିନ romance ପାଇଁ ଦେଲୁ ଯଦି ମଉକା World baby ବୁଲେଇ ନେବି କଟକ ସାରା ଯାଇକା ନଈକୂଳ କୁ ଚାଲ୍ ଯିବା ଥଣ୍ଡା ଥଣ୍ଡାକୁ ଝୁଲ୍ baby ଝୁଲ୍ baby ଝୁଲ୍ ବୟସ ତୋର ତାଜା ତୁ ବାଆ ପାଣି ଖାଇ ଫୁଲ୍ ଝୁଲ୍ baby ଝୁଲ୍ ବୟସ ତୋର ତାଜା ତୁ ବାଆ ପାଣି ଖାଇ, ବାଆ ପାଣି ଖାଇ, ବାଆ ପାଣି ଖାଇ ଫୁଲ୍
Ashutosh Mohanty
Explore verified Odia songs and releases by Ashutosh Mohanty.
View artist profile →Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal