"Tu Megha Akashaku Mun Indradhanu Tie" is a Odia song performed by Sabisesh. It is featured on "Best Of Aseema Panda". Cataloged under Worldwide with a runtime of 2:50. Time-synchronized lyrics are available from a verified provider.
ଏ ମନ କରେ ପାଗଳାମି ତୋ ପାଇଁ, କହ କାଇଁ? ଖୋଜୁଥିଲି ଆଜିଯାଏଁ ଯାହାକୁ, କହିଦେ, "ତୁ କି ସେଇ?" ହାଏ, କେମିତି ତୁ ବୁଝୁନା? ମୁଁ ସେଇ ଫଗୁଣ ଟିଏ ତୁ ମେଘୁଆ ଆକାଶକୁ, ମୁଁ ଇନ୍ଦ୍ରଧନୁ ଟିଏ ଏ ମନ କରେ ପାଗଳାମି ତୋ ପାଇଁ, କହ କାଇଁ? ଖୋଜୁଥିଲି ଆଜିଯାଏଁ ଯାହାକୁ, କହିଦେ, "ତୁ କି ସେଇ?" ଦୁନିଆଁର ଭିତରୁ ଦେବି ତତେ ଲୁଚେଇ ପାରିବେନି କେହି ରେ ମୋ'ଠାରୁ ଦୂରେଇ ମୋର ସବୁ କଥାରେ, ତୋ ନାଁ ଯୋଡ଼ି ରେ ଇଚ୍ଛା ହୁଏ ଗପଟି ଲେଖିଦେବି ଆଜି ରେ ହାଏ, କେମିତି ତୁ ବୁଝୁନା? ମୁଁ ନୁଆଁ ତାରକା ଟିଏ ହେଲେ ଯେତେବି, ହଁ ଅନ୍ଧାର, ମୁଁ ଥିବି ତୋ ପାଖେ ପାଖେ ଏ ମନ କରେ ପାଗଳାମି ତୋ ପାଇଁ, କହ କାଇଁ? ଖୋଜୁଥିଲି ଆଜିଯାଏଁ ଯାହାକୁ, କହିଦେ, "ତୁ କି ସେଇ?"
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Sabisesh
Explore verified Odia songs and releases by Sabisesh.
View artist profile →Tu Megha Akashaku Mun Indradhanu Tie • Sabisesh - Topic