"Bhala Pae Tote Mu Emiti" is a Odia song performed by Sabisesh. It is featured on "Bhala Pae Tote Mu Emiti". The track has a runtime of 4:28. Time-synchronized lyrics are available from a verified provider.
ଭଲ ପାଏ ତୋତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ଭଲ ପାଏ ତୋତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ତୁ ମୋର ପ୍ରେମର ପ୍ରଥମ ଅତିଥି ତୁ ମୋର ପ୍ରେମର ପ୍ରଥମ ଅତିଥି କସ୍ତୁରୀର ତୁ ଚୋରା ଚଇତି ଖୋଜେ ସାଥି ତୋ ପରସ ନିଈତି ତୁ ମୋର ପ୍ରେମର ପ୍ରଥମ ଅତିଥି ତୁ ମୋର ପ୍ରେମର ପ୍ରଥମ ଅତିଥି ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ ଏତେ ମିଠା ଏଇ ପ୍ରେମରେ ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ ଭେଟିଲିନି ତୋ ସାଥିରେ ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ ଏତେ ମିଠା ଏଇ ପ୍ରେମରେ ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ ଭେଟିଲିନି ତୋ ସାଥିରେ ହୃଦୟରେ ନେଲି ତୋତେ ସାଇତି ଆସିଲୁ ତ ଫେରିବୁନି ଯେମିତି ତୁ ମୋର ପ୍ରେମର ପ୍ରଥମ ଅତିଥି ତୁ ମୋର ପ୍ରେମର ପ୍ରଥମ ଅତିଥି ଯେତେ ଦୂରେ ଥିଲେ, ଭୁଲି କେବେ ହବନି ତୋ ସହ ଯେତେ ସମୟ ଭଲ ତୋତେ ପାଏ, ଭଲ ପାଉଥିବି ମୁଁ ଦେଇଛିରେ ତୋତେ ହୃଦୟ ତୁ ଯୋଉଠି ମୁଁ ଥିବି ସେଇଠି ଅସୁଥିବି ସବୁ ଜନ୍ମେ ଲେଉଟି ତୁ ମୋର ପ୍ରେମର ପ୍ରଥମ ଅତିଥି ତୁ ମୋର ପ୍ରେମର ପ୍ରଥମ ଅତିଥି ଭଲ ପାଏ ତୋତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ଭଲ ପାଏ ତୋତେ ମୁଁ ଏମିତି ମରୁଭୂଇଁ ମେଘ ଖୋଜେ ଯେମିତି ତୁ ମୋର ପ୍ରେମର ପ୍ରଥମ ଅତିଥି ତୁ ମୋର ପ୍ରେମର ପ୍ରଥମ ଅତିଥି
Verified lyricist and composition credits are not yet available for this recording.
Sabisesh
Explore verified Odia songs and releases by Sabisesh.
View artist profile →Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal