"Sei Barsa Sei Rati" is a Odia song performed by Kuldeep Pattnaik. It appears on "Sei Barsa Sei Rati" (2021). Cataloged under Odia with a runtime of 5:10. Time-synchronized lyrics are available from a verified provider.
Released: 2021
View full album tracklist →ଓଦା-ଓଦା ଦେହ ତୋ ଖାଲି କରୁଥିଲା ନଖରାମି ଭିଜା-ଭିଜା ଓଠ ତୋ ଖାଲି କରୁଥିଲା ଦୁଷ୍ଟାମୀ ଓଦା-ଓଦା ଦେହ ତୋ ଖାଲି କରୁଥିଲା ନଖରାମି ଭିଜା-ଭିଜା ଓଠ ତୋ ଖାଲି କରୁଥିଲା ଦୁଷ୍ଟାମୀ ପାଗ ଥିଲା Romantic, ଆଖି ମାରୁଥିଲା ବିଜୁଳି ଲାଜେ-ଲାଜେ ଆଖି ତୋ ଖାଲି ପଡୁଥିଲା ଝାଉଁଳି Naughty naughty ତୋ ଓଠରେ ଛୁଆଁ, ଦେହେ ଜାଳିଥିଲା ମୋର ନିଆଁ ତୋ ନଜର, ମୋ ନଜର ମିଶିଥିଲା ଏକାଥରେ (Change, Kuldeep की आवाज़ में) ହୋ, ସେଇ ବର୍ଷା, ସେଇ ରାତି ମନେ ପଡେ, ମନେ ପଡେ ହୋ, ସେଇ ବର୍ଷା, ସେଇ ରାତି ମନେ ପଡେ, ମନେ ପଡେ ରାତି ଦେଉଛି ହସି, ଦେଖି ମୋ ବଦମାସି ହୋ, ରାତି ଦେଉଛି ହସି, ଦେଖି ମୋ ବଦମାସି ସ୍ବପ୍ନ ପଚାରେ ଆସି, କାଇଁ ମୁଁ ନାହିଁ ରେ ଖୁସି ପୁଣି କେତେ ଥର ହେଉଛି ଏ ବର୍ଷା ମୋ ଦେହ ସାରା ଖେଳୁଛି ତୋ ଝଲସା ଖୋଜୁଛି ମୁଁ ସେଇ ସ୍ମୃତି, ସେଇ ଛୁଆଁ ଆଉଥରେ (Change, Mitu, Manas की आवाज़ में) ଓ, ସେଇ ବର୍ଷା, ସେଇ ରାତି ମନେ ପଡେ, ମନେ ପଡେ ଓହୋ, ସେଇ ବର୍ଷା, ସେଇ ରାତି ମନେ ପଡେ, ମନେ ପଡେ ହାଏ ରେ, ମୋ ଶର୍ମିଲି, ଅପେକ୍ଷା ତୋ ପାଇଁ ଖାଲି ଓ ହାଏ ରେ, ମୋ ଶର୍ମିଲି, ଅପେକ୍ଷା ତୋ ପାଇଁ ଖାଲି କେବେ ଭାବିନଥିଲି, ହେବି ମୁଁ ଏମିତି ବୋଲି ତୋ dream ରେ ଦିୱାନା ହେଲି ତତେ ଝୁରି-ଝୁରି-ଝୁରି-ଝୁରି ମଲି ଫେରିଆ ତୁ ମୋ ପାଖକୁ, ଭିଜିଯିବା ଆଉ ଥରେ (Change, Saransh production में) ହୋ, ସେଇ ବର୍ଷା, ସେଇ ରାତି ମନେ ପଡେ, ମନେ ପଡେ ହୋ, ସେଇ ବର୍ଷା, ସେଇ ରାତି ମନେ ପଡେ, ମନେ ପଡେ
Verified lyricist and composition credits are not yet available for this recording.
Kuldeep Pattnaik
Explore verified Odia songs and releases by Kuldeep Pattnaik.
View artist profile →Listen or verify this release via its official external catalog listing.
Open Official SourceLyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal