"Dungu Thili (From Bou Buttu Bhuta)" is a Odia song performed by Kuldeep Pattnaik. It is featured on "Dungu Thili (From Bou Buttu Bhuta)". Cataloged under Odia with a runtime of 4:49. Time-synchronized lyrics are available from a verified provider.
Dungu Thili (From Bou Buttu Bhuta)
View full album tracklist →ଗୁରୁବାରରେ ମନଟା ମୋର ତୋ ପାଇଁ କାଇଁ ଗୁରେଇ ତୁରେଇ ଗୁରେଇ ହେଲା? ଓ, କଉଠି ଥିଲୁ ଗୁମାନି ରାଧା? ତତେ ଚାହିଁ ଲୋ ଦେହଟା ମୋର କାଲୁଆ ହେଲା ପ୍ରେମ ବାଉରା ତୁ, ହଁ, ଛନକି ଗଲି ମୁଁ ତୋର କଥା ଶୁଣି ସତେ ଲାଜେ ଲାଜେ ମଲି ରାତି ୧୨ ଟାରେ ତୁ ଆସିବୁ ବୋଲି ଖଜୁରି ବଣରେ ତତେ ଡୁଙ୍ଗୁଥିଲି ରାତି ୧୨ ଟାରେ ତୁ ଦେଖିବୁ ବୋଲି ଖଜୁରି ବଣରେ ତତେ ଡୁଙ୍ଗୁଥିଲି, ଡୁଙ୍ଗୁଥିଲି, ଡୁଙ୍ଗୁଥିଲି ହେଇଯିବି ପଗଳା, ଆଖି ତୋର ଛଇଳା କାହା ସାଥେ ଯଦି ଲାଖିବ ଭଲ ତତେ ପାଉଛି, ମିଛ ଯଦି କହୁଛି ମତେ କଳା କାଉ ଖୁମ୍ପିବ ରବିବାରରେ ମନଟା ମୋର ତୋ ପାଇଁ କାଇଁ ରୋବେଇ ଖୋବେଇ ରୋବେଇ ହେଲା? ନୂଆ ରସିକ ତୁ, ହାଏ, ଫୁଲେଇ ରାଣୀ ମୁଁ ତୋ ପାଇଁ ଲୁଚିଲୁଚି ସଜ ହେଇଥିଲି ରାତି ୧୨ ଟାରେ ତୁ ଆସିବୁ ବୋଲି ଖଜୁରି ବଣରେ ତତେ ଡୁଙ୍ଗୁଥିଲି ରାତି ୧୨ ଟାରେ ତୁ ଦେଖିବୁ ବୋଲି ଖଜୁରି ବଣରେ ତତେ ଡୁଙ୍ଗୁଥିଲି, ଡୁଙ୍ଗୁଥିଲି, ଡୁଙ୍ଗୁଥିଲି, ଯା' (ଆଲୋ, ଛନଛନ ରୂପ ତୋର, ଶଙ୍ଖ ମଲମଲ ରାଣୀ) (ତତେ ଚାହିଁ ଚାହିଁ ପିଇଲିଣି ୪୦ ବୋତଲ ପାଣି) (ଛାତି ଥରଥର, ହେଲା କମ୍ପ ଜ୍ୱର ଦେଖି ତୋର ଆଖିର କଜଳ) (ମୋର ରାଣ ତତେ ଘୋଡେଇଦେ ତୋର ପ୍ରେମ କମ୍ବଳ) ତୋ ବିନା ଲୋ ସଜନୀ ଏକା ରହି ପାରୁନି କେବେ ତୋ ଘରକୁ ଡାକିବୁ? ଉ-ଉ ହଉ ହେଲା ଆସିବୁ, ବୋଉ ପାଖେ ବସିବୁ ଚାହା ଫୁକି ଫୁକି ପିଇବୁ ବୁଧୁବାରରେ ମନଟା ମତେ ତୋ କଥା କହି ବୁଝେଇ ସୁଝେଇ ବୁଝେଇ ଦେଲା ନୂଆ ଶିକାରୀ ତୁ, ହାଏ, ଚମ୍ପା ଚଢେଇ ମୁଁ ତୋର ପ୍ରେମ ଫାସରେ ମୁଁ ଛନ୍ଦି ହେଇଗଲି (ଦେଖିକି ଚାଲୁନୁ କି ଲୋ? ଗୋଡ଼ ଛନ୍ଦି ହେଇ ଯାଉଛି) ଏଇ, ରାତି ୧୨ ଟାରେ ତୁ ଦେଖିବୁ ବୋଲି ଖଜୁରି ବଣରେ ତତେ ଡୁଙ୍ଗୁଥିଲି ରାତି ୧୨ ଟାରେ ତୁ ଆସିବୁ ବୋଲି ଖଜୁରି ବଣରେ ତତେ ଡୁଙ୍ଗୁଥିଲି ଡୁଙ୍ଗୁ-ଡୁଙ୍ଗୁ ଥିଲି, ଡୁଙ୍ଗୁ-ଡୁଙ୍ଗୁ ଥିଲି ଡୁଙ୍ଗୁ-ଡୁଙ୍ଗୁ ଥିଲି, ଡୁଙ୍ଗୁ-ଡୁଙ୍ଗୁ ଥିଲି ଡୁଙ୍ଗୁ-ଡୁଙ୍ଗୁ ଥିଲି, ଡୁଙ୍ଗୁ-ଡୁଙ୍ଗୁ ଥିଲି ଡୁଙ୍ଗୁଥିଲି, ଡୁଙ୍ଗୁଥିଲି
Kuldeep Pattnaik
Explore verified Odia songs and releases by Kuldeep Pattnaik.
View artist profile →Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal