"O O Rangabati" is a Odia song performed by Kuldeep Pattnaik. It is featured on "O O Rangabati". The track has a runtime of 4:21. Time-synchronized lyrics are available from a verified provider.
ଦେଖିଲି ତତେ ପ୍ରଥମଥର Heart-beat ମୋ ଗଲାରେ ବଢ଼ି ଦିସୁନି ମୋତେ ଆଉ କିଛିବି ଖାଲି ତୋ ଚେହେରା ଛାଡ଼ି ଦେଖିଲି ତତେ ପ୍ରଥମଥର Heart-beat ମୋ ଗଲାରେ ବଢ଼ି ଦିସୁନି ମୋତେ ଆଉ କିଛିବି ଖାଲି ତୋ ଚେହେରା ଛାଡ଼ି ତୋ ନଖରା, ତୋ ଇଶାରା ତୁ କହିଲେ ଚିରିଦେବି ମୁଁ ଛାତି ଓ, ଓ ରଙ୍ଗବତୀ ଝୁରୁଛି ଦିନ ରାତି ବୁଝି ପାରୁନୁ କେମିତି? ଓ, ଓ ରଙ୍ଗବତୀ କାଢୁଛୁ ରଙ୍ଗ ଅତି କରିଦେ ମୋତେ ତୋ ସାଥି (तोसे नैना मिलाके) (ଓ, ଓ ରଙ୍ଗବତୀ) (नैना-ना, नैना रे) ଦିନରେ ଦେଖୁଛି ମୁଁ dream ପଟେଇବାକୁ ଲଗାଏ Cream ପଟୁନୁ କାଇଁ ତୁ Baby ପକଉଛି କେତେଯେ scheme ଦେଖିନି ଝିଅ ତୋ ଭଳି କଲିଜା ଦେଲୁ ତୁ ଜାଳି ଭଲରେ ପଦେ ହଉନୁ କଥା ଦୟାରେ ଦେଇଦେ ଗାଳି ମୁଁ ଉଡୁଛି ହଁ, ପବନେ ଲାଗୁଛି ଯେମିତି ପ୍ରଜାପତି ଓ, ଓ ରଙ୍ଗବତୀ ଝୁରୁଛି ଦିନ ରାତି ବୁଝି ପାରୁନୁ କେମିତି? ଓ, ଓ ରଙ୍ଗବତୀ କାଢୁଛୁ ରଙ୍ଗ ଅତି କରିଦେ ମୋତେ ତୋ ସାଥି (तोसे नैना मिलाके) (ଓ, ଓ ରଙ୍ଗବତୀ) (नैना-ना, नैना रे) ଚାହୁଁଛି ଖାଲି ଲୁଚି ଲୁଚି ଦେଇଛି ତୋତେ ମୁଁ ବାଛି ଇଶାରା କାଇଁ ଜାଣି ପାରୁନୁ? ଆଖି ମୋର କହି ଯାଏ କିଛି ଆସିଗଲା marriage season ଦେଇଦେ ମୋତେ permission ତମ ପାଖରେ whole life କରିଦେବି ମୁଁ admission କହିଯା, ରହିଯା ମୁଁ ବୁଝି ପାରୁନି ମୋ ମୋତିଗତି ଓ, ଓ ରଙ୍ଗବତୀ ଝୁରୁଛି ଦିନ ରାତି ବୁଝି ପାରୁନୁ କେମିତି? ଓ, ଓ ରଙ୍ଗବତୀ କାଢୁଛି ରଙ୍ଗ ଅତି କରିଦେ ମୋତେ ତୋ ସାଥି
Kuldeep Pattnaik
Explore verified Odia songs and releases by Kuldeep Pattnaik.
View artist profile →O O Rangabati ✨ Kuldeep Pattnaik 🎙️🎵 Ritesh Dash🕺 Asima Pati 💃#odiareels #odiasong #dance #ytshorts • Odisha Shorts HUB
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal