"Hasa Gote" is a Odia song performed by Abhijit Majumdar. It appears on "Dhanare Rakhibu Sapatha Mora" (2006). Cataloged under Odia with a runtime of 5:20. Lyrics availability is confirmed from a verified provider.
Released: 2006
View full album tracklist →ହସ ଗୋଟେ ଓଠ ତଳ ଗାଁର ନାଁ ଲୁହ ଗୋଟେ ଆଖି ତଳ ନଈର ନାଁ ହସ ଗୋଟେ ଓଠ ତଳ ଗାଁର ନାଁ ଲୁହ ଗୋଟେ ଆଖି ତଳ ନଈର ନାଁ ସେଇ ହସରେ, ଲୁହରେ ସେଇ ନଈରେ, ଗାଁରେ ସେଇ ହସରେ, ଲୁହରେ ସେଇ ନଈରେ, ଗାଁରେ ଆ ଲେଖିବା ଆ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ ଦୂର ଆକାଶରେ ପ୍ରେମ ପକ୍ଷୀଟିଏ ଉଡୁଥିଲା ଡ଼େଣା ଝାଡ଼ି ସେଇ ପକ୍ଷୀ ଆସି ତୋ ମନ ସାଥିରେ ମୋ ମନକୁ ଦେଲା ଯୋଡ଼ି ଦିନ ଲାଗେ ଆଜି ଜହ୍ନରାତି ପରି, ରାତି ଲାଗେ ଫୁଲବନ ନିଦରୁ ଉଠି ମୁଁ ନିଦରେ ଶୋଉଚି, ଦେଖିବାକୁ ତୋ ସପନ ସେଇ ପକ୍ଷୀର ଡ଼େଣାରେ ସେଇ ନିଦ ଅଗଣାରେ ସେଇ ପକ୍ଷୀର ଡ଼େଣାରେ, ନିଦ ଅଗଣାରେ ଆ ଲେଖିବା ଆ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ ହେ, ଲା-ଲା-ଲା-ଲାଲା-ଲା ଲା-ଲା-ଲାଲା-ଲା ଏକା ଏକା ହୋଇ ବାଟ ଚାଲୁଥିଲି ମିଳିଗଲା ତୋର ହାତ ମୋ ହାତ ରେଖାରେ ତତେ ମୁଁ ପାଇଲି ସତ ଠାରୁ ଲାଗେ ସତ ହୋ, ତୋ ହୃଦୟ ଆଉ ମୋ ହୃଦୟ ମିଶି ଗୋଟିଏ ହୃଦୟ ଆଜି ଡ଼ରଲାଗେ ତାକୁ କଉଠି ରଖିବି କାଳେ ଯିବ ସିଏ ହଜି ସାତ ଜନମ ପାଇଁରେ ହୃଦୟ ଉପରେ ସାତ ଜନମ ପାଇଁରେ ହୃଦୟ ଉପରେ ଆ ଲେଖିବା ଆ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Abhijit Majumdar
Explore verified Odia songs and releases by Abhijit Majumdar.
View artist profile →Listen or verify this release via its official external catalog listing.
Open Official SourceHasa Gote Otha Tala - Romantic Film Song | Nibedita,Abhijit | Raja,Twinkle | Sidharth Music • Sidharth Music