"Maa Lo Maa Manisha Jibana" is a Odia song performed by Abhijit Majumdar. It is featured on "Sajana Chhuein Lo". The track has a runtime of 5:33. Time-synchronized lyrics are available from a verified provider.
ମା ଲୋ ମା, ମା ଲୋ ମା ଏ ମଣିଷ ଜୀବନ ଟେନସନିଆ ମା ଲୋ ମା, ମା ଲୋ ମା ଏ ମଣିଷ ଜୀବନ ଟେନସନିଆ ଆରେ ବାଟରେ ଗଲେ ଗାଡି ଧକ୍କା, ପ୍ରେମ କଲେ ଧୋକା ରାତିରେ ମଶା ଫୋଡି ପକାନ୍ତି ପାଇଲେ ଟିକେ ଫାଙ୍କା ଆରେ, କେମିତି ଏଠି ଚଳିବି କହ ମୋ ମା ଆଲୋ, କେମିତି ଏଠି ଚଳିବି ମୋର ବାଜିଗଲାଣି ହାରମାନିଆ ମା ଲୋ ମା, ମା ଲୋ ମା ଏ ମଣିଷ ଜୀବନ ଟେନସନିଆ ଏ ମଣିଷ ଜୀବନ ଟେନସନିଆ କରିଥିଲେ ମା ତୁ କରିଥାନ୍ତୁ ବିଲାତି କୁକୁର Fooding, lodging free ମିଳନ୍ତା, ମିଳନ୍ତା a.c. ଘର ଆଲୋ, କରିଥିଲେ ମା ତୁ କରିଥାନ୍ତୁ ବିଲାତି କୁକୁର Fooding, lodging free ମିଳନ୍ତା, ମିଳନ୍ତା a.c. ଘର ମାଲିକାଣିର ଷୋଡଶୀ ଝିଅ କୋଳରେ ମତେ ଧରି Car ଚଢି ବୁଲୁଥାନ୍ତା ଗେଲ କରି କରି ଆରେ ଦାନା ପାଇଁ ଚିନ୍ତା ଏଠି, କନା ପାଇଁ ଚିନ୍ତା ଚିନ୍ତା କରି ମୁଣ୍ଡ ବିନ୍ଧିଲେ ଔଷଧ ପାଇଁ ଚିନ୍ତା କାହାକୁ ଏଠି ଭରସା କହ ମୋ ମା ଆଲୋ, କାହାକୁ ଏଠି ଭରସା, ଯେତେ ଭାବ दोस्ती ଦୁଇ ଦିନିଆ ମା ଲୋ ମା, ମା ଲୋ ମା ଏ ମଣିଷ ଜୀବନ ଟେନସନିଆ ଏ ମଣିଷ ଜୀବନ ଟେନସନିଆ କରିଥିଲେ ମା କରିଥାନ୍ତୁ ମତେ ନାଗସାପ ମୋରି ପାଇଁ ବିଧାନସଭା ହୁଅନ୍ତା କମ୍ପକମ୍ପ ଆଲୋ, କରିଥିଲେ ମା କରିଥାନ୍ତୁ ମତେ ନାଗସାପ ମୋରି ପାଇଁ ବିଧାନସଭା ହୁଅନ୍ତା କମ୍ପକମ୍ପ ବାବା କଲେ ମା କରିଥାନ୍ତୁ octopus ବାବା ଝିଅ case ରେ ପଡି ମା ଗୋ ଖାଆନ୍ତି ନାହିଁ ଖୋବା ଆରେ ପଶୁ ପକ୍ଷୀଙ୍କୁ ମାଇଲେ ମା କଡା ଆଇନ ଅଛି ମଣିଷ ଏଠି ମରୁଛି daily ହେଇ ପୋକ ମାଛି କେଡେ ମହାନ ଆମରି ଦେଶ ମୋ ମା ଆରେ କେଡେ ମହାନ ଦେଶ, ଏଠି ୧୦୦ ରୁ ୯୦ ବେଇମାନିଆ ମା ଲୋ ମା, ମା ଲୋ ମା ଏ ମଣିଷ ଜୀବନ ଟେନସନିଆ ଏ ମଣିଷ ଜୀବନ ଟେନସନିଆ କରିଥିଲେ ମା କରିଥାନ୍ତୁ ମତେ ବୁଲା ଷଣ୍ଢ ଦୋକାନେ ବଜାରେ ବଟି ପାଇକି ହୁଅନ୍ତି ଲଣ୍ଡଫଣ୍ଡ ଆଲୋ, କରିଥିଲେ ମା କରିଥାନ୍ତୁ ମତେ ବୁଲା ଷଣ୍ଢ ଦୋକାନେ ବଜାରେ ବଟି ପାଇକି ହୁଅନ୍ତି ଲଣ୍ଡଫଣ୍ଡ ଗଧ ଖଟଣି ଖଟି-ଖଟି ମା ରାତି ଦିନ ମରେ Pocket ରେ ମା ମାଲ୍ ନଥିଲେ ଘରଣୀ ନାଥ ମାରେ ଆହା, ପୁଅ ଝିଅଙ୍କୁ ପାଳି ପୋଷି ମା ପଢେଇଲି english ଝିଅଟା ତ ମା ଫେରାର୍ ହେଲା, ପୁଅ ପିଉଛି ଦେଶୀ ବୁଢା କାଳକୁ tension ମା, ମୋ ମା ଆହା, ବୁଢା କାଳକୁ tension ମା, କିଏ ଦେବ ମୋ ମୁହଁରେ ନିଆଁ? ମା ଲୋ ମା, ମା ଲୋ ମା ଏ ମଣିଷ ଜୀବନ ଟେନସନିଆ ଏ ମଣିଷ ଜୀବନ ଟେନସନିଆ ଏ ମଣିଷ ଜୀବନ ଟେନସନିଆ
Abhijit Majumdar
Explore verified Odia songs and releases by Abhijit Majumdar.
View artist profile →Maa Lo Maa E Manisha Jibana Tensania | Abhijit Majumdar | Odia Trending Song #shorts • 𓂀 𝕋𝕣𝕖𝕟𝕕𝕚𝕟𝕘 𝕓𝕠𝕪 𝕤𝕣𝕚𝕟𝕚𝕓𝕒𝕤𝕙𝕒 𓂀
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal