"Lachaka Mani Baby" is a Odia song performed by Antara Chakraborty. It appears on "Lachaka Mani Baby" (2022). Cataloged under Regional Indian with a runtime of 3:58. Time-synchronized lyrics are available from a verified provider.
Released: 2022
View full album tracklist →ହାଏ ଲୋ ମୋ ଝମ୍ପରବାଲି, ନାଲି ଝିଣ୍ଟିକା ତତେ ଦେଖି ଦିଲଟା ହୁଏ ବିନ୍ଧା-ଝିଟିକା ହଁ, ବାଇୟାଟା ଖାଇଦବୁ ଯା' ଜ୍ୱର ବଟିକା ଘର ବାଟେ କରନା ଆଉ ନୃତ୍ୟ-ନାଟିକା ତୋ ରାଣ, ମୋ ପ୍ରାଣ ମୁଁ ତୋ ପାଇଁ ଦେଇଦେବି ଲୋ ଲଚକମଣି baby ଲୋ, boyfriend ତୋର ହେବି ଲୋ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଲୋ ଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି ହେ, शोना, ହାଏ ତୁ ସୁନ୍ଦରୀ ମଇନା ତୋର ଟୁକୁରୁ-ଟୁକୁରୁ ଆଖି ଦି'ଟା କଲା ରେ ପାଗଲା ଦିୱାନା ହେ, ଗେଣ୍ଡା, ଏତେ ତୁ style ମାରନା ବେସି ଛୁନ୍ଦୁରୁ-ମୁନ୍ଦୁରୁ କଥା କହିଲେ, ଦେଖିବୁ ସଦର ଥାନା ହେ छोरी, ହବୁ ଚୋରି, ଗଲେ ପଛେ ଥାନାକୁ ମୁଁ ଯିବି ଲୋ ଲଚକମଣି baby ଲୋ, boyfriend ତୋର ହେବି ଲୋ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଆଏ-ହାଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି ତାନାନା-ନାନା-ତାନାନା ତାନାନା-ନାନା-ତାନାନା ତାନାନା-ନାନା-ତାନାନା ଏ mummy, ଟୋକାଟା ହତାଶ ପ୍ରେମୀ ଆରେ ଲାଗୁଛି ଯେମିତି ପ୍ରେମ-vitamin ଯାଇଛି ତା ଦେହରୁ କମି ହେ, ମଣି, ଶୁଣାଣି ଏତେ କାହାଣୀ ତୁ ନଗଲେ କୁଲୁ-କୁଲୁ ହୁଏ ଯିବାକୁ ତୋ ସାନ ଭଉଣୀ ହଉ ଧନ, ଦେଲି ମନ, କହ କେବେ କରିବୁ ତୋ baby ରେ? ହଁ, ଲଚକମଣି baby ରେ, girlfriend ତୋର ହେବି ରେ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଆଏ-ହାଏ, ଲଚକମଣି baby ରେ, girlfriend ତୋର ହେବି ରେ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
Antara Chakraborty
Explore verified Odia songs and releases by Antara Chakraborty.
View artist profile →Listen or verify this release via its official external catalog listing.
Open Official SourceLachaka Mani Baby • Antara Chakraborty - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal