"Hailo Mora Nakhra" is a Odia song performed by Abhijit Majumdar. It is featured on "Jiye Jaha Kahu Mora Dho". Cataloged under Odia with a runtime of 3:36. Time-synchronized lyrics are available from a verified provider.
ଆରେ, ହାଏଲୋ ମୋର नखरा-बाली ଲାଗୁଚୁ ନୁଆଁ daily କୁ daily ଏ, ହାଏଲୋ ମୋର नखरा-बाली ଲାଗୁଚୁ ନୁଆଁ daily କୁ daily କେବେ ଗୋଟେ Kiss ଦେବୁ ତରସି ଗଲିଣି Darling ତରସି ଗଲିଣି Oh Baby, ତରସି ଗଲିଣି ଜାଗା ଦେଖି ଦେଇଦେ ମଣି ହଁ, ଜାଗା ଦେଖି ଦେଇଦେ ମଣି ହାଏ ହାଏରେ Love ଗୁରୁ ନୂଆ ବୋତଲ, ପୁରୁଣା दारू ମୋତେ ଦେଖି ଦିଲଟା ତୋର line ଦେଲାଣି ଏ Hero line ଦେଲାଣି ଏ छोरा line ଦେଲାଣି ଜାଗା ଦେଖି ଦେଇଦେ ମଣି ଏ, ଜାଗା ଦେଖି ଦେଇଦେ ମଣି ଜାଗା ଦେଖି, ଜାଗା ଦେଖି ଜାଗା ଦେଖି, ଜାଗା ଦେଖି ଆରେ ଲାଗୁଛୁ ଝିଅ ଚୋଖା କରିଦେ ପ୍ରେମ ପକ୍କା ବାଳିକା, ବାଳିକା, ବାଳିକା ନହେଲେ ମୁଁ ପସିଯିବି ଭାଙ୍ଗି ତୋର ଝରକା ଆରେ ମାରନା ଆଉ ଟେକା ମନକୁ ତୋର ଟିକେ ଅଟକା, ଅଟକା, ଅଟକା ନହେଲେ ତୁ ଶୁଖିଲାରେ ଖାଇଯିବୁ ଝଟକା ଏ, ହାଏଲୋ ମୋର ଫୁଲକି-ଗାଲି ଚେହେରା ତୋର କେଡ଼େ ନାଲି ମନ ତୋର ଖିଲି-ପାନ, କିମାମ ଚଟଣି Darling କିମାମ ଚଟଣି Oh Baby, କିମାମ ଚଟଣି ଜାଗା ଦେଖି ଦେଇଦେ ମଣି ଏ, ଜାଗା ଦେଖି ଦେଇଦେ ମଣି ଆରେ ମୋ ଦେଶୀ ଗଞ୍ଜା ପ୍ରେମ ତୋ ପୁରା ତାଜା ଦେଇଯା, ଦେଇଯା, ଦେଇଯା କେତେ ଦିନ single ଥିବୁ? Double ତୁ ହେଇଯା ହଁ, ଚଗଲି ଚକା ଜହ୍ନ, ହୁଅନି ଛନଛନ ରହିଯା, ରହିଯା, ରହିଯା କିଣିଦେବି ନାକବୁଣା ମୋର ଖାଲି ହେଇଯା ହାଏରେ ମୋର ନୂଆ खिलाड़ी ଭାବୁଥିଲି ତୁ ପୁରା अनाड़ी ପ୍ରେମ ତୋର hot-Pizza, ବାସ୍ନା ହେଲାଣି ଏ Hero ବାସ୍ନା ହେଲାଣି ବିଦ୍ୟାରାଣ ବାସ୍ନା ହେଲାଣି ଜାଗା ଦେଖି ଦେଇଦେ ମଣି ଏ, ଜାଗା ଦେଖି ଦେଇଦେ ମଣି ଆରେ, ଜାଗା ଦେଖି ଦେଇଦେ ମଣି ହଁ-ହଁ, ଜାଗା ଦେଖି ଦେଇଦେ ମଣି
Abhijit Majumdar
Explore verified Odia songs and releases by Abhijit Majumdar.
View artist profile →Hailo Mora Nakhra Bali - Odia Film Masti Song | Babusan,Seetal | Asima Panda,Abhijit |Sidharth Music • Sidharth Music
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal