"Daring Badi Buleinebi" is a Odia song performed by Tarique Aziz. It is featured on "Daring Badi Buleinebi". Cataloged under Regional Indian with a runtime of 3:03. Time-synchronized lyrics are available from a verified provider.
ହଁ, ମଗୁଶୁରେ ମଗୁଶୁରେ ଲୋ ମଗୁଶିରେ ମଗୁଶିରେ ତତେ ସିନ୍ଦୁର ଦେବି ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି ହାଁ, ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି ହାଁ, ପଡିଲେ ବାଡୁଅ ପାଣିରେ, ପଡିଲେ ବାଡୁଅ ପାଣିରେ ବଦଳି ଯିବି, ହଁ, ବଦଳି ଯିବି ଦିନ ରାତି ବସି ଦାରିଙ୍ଗିବାଡିରେ ଗେଲ ମୁଁ ହେବି ଦିନ ରାତି ବସି ଦାରିଙ୍ଗିବାଡିରେ ଗେଲ ମୁଁ ହେବି ତତେ ଲେହେଙ୍ଗା ପିନ୍ଧେଇ ଦେବି, ତତେ ଚୁନୁରି ଘୋଡେଇ ଦେବି ନଜର କାହାର ଲାଗିବ ଲୋ କାଳେ ଅଣ୍ଟାକୁ ଚିମୁଟିଦେବି ଧନ ଲୋ ହଁ, ତୋର license କରିଦେବି, ପ୍ରେମ form ଟି କାଟିଦେବି ଯେତେ ଇଚ୍ଛା ତୋର ସେତିକି ଲାଗିବୁ, କୁଲୁ-କୁଲୁ ଖାଲି ହେବି ହଁ, ମଗୁଶୁରେ ମଗୁଶୁରେ ଲୋ ମଗୁଶୁରେ ମଗୁଶୁରେ ତତେ ଶଙ୍ଖା ମୁଁ ଦେବି, ନାଲି ଶଙ୍ଖା ମୁଁ ଦେବି ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି ଏଇ, କଉ ଦିନରୁ ଅଛି ଇଚ୍ଛା, ଇଲୋ କାମୁଡିବ ଯଦି ବିଛା ସାରା ଦେହରେ ବିଷ ଚଢ଼ିବ, ପୂର୍ଣ ହେବ ମନବାଞ୍ଛା ଗୁଗୁଲୁ ହାଏ, କାଇଁ ଡରୁଛୁ ଏମିତି କହ, ମୋର ଶୀତେଇ ଯାଉଛି ଦେହ ଏତେ ହସୁଛୁ ଏବେଠାରୁ ତୁ, ନିଆଁରେ ଢାଳୁଛୁ ଘିଅ ହଁ, ପଡିଲେ ବାଡୁଅ ପାଣିରେ, ପଡିଲେ ବାଡୁଅ ପାଣିରେ ଲାଜେଇଯିବି, ମୁଁ ଲାଜେଇ ଯିବି ଦିନ ରାତି ବସି ଦାରିଙ୍ଗିବାଡିରେ ଗେଲ ମୁଁ ହେବି ଦିନ ରାତି ବସି ଦାରିଙ୍ଗିବାଡିରେ ଗେଲ ମୁଁ ହେବି ଆଲୋ-ଆଲୋ, ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି ଧଳା-ଘୋଡ଼ା ଚଢି ଦାରିଙ୍ଗିବାଡି ବୁଲେଇ ନେବି
Tarique Aziz
Explore verified Odia songs and releases by Tarique Aziz.
View artist profile →Daring Badi Buleinebi • Tarique Aziz - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal