"Barlight Duku Duku" is a Odia song performed by Abhijit Majumdar. It appears on "Barlight Duku Duku" (2012). Cataloged under Regional Indian with a runtime of 4:23. Time-synchronized lyrics are available from a verified provider.
Released: 2012
View full album tracklist →ଯଉ ଦିନୁ ହେଲୁଣି ତୁ ନାଲି ଟୁକୁ-ଟୁକୁ ଯଉ ଦିନୁ ହେଲୁଣି ତୁ ନାଲି ଟୁକୁ-ଟୁକୁ ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ ଯଉ ଦିନୁ ଡେଇଁଲୁଣି ଫୁକୁ-ଫୁକୁ-ଫୁକୁ ଯଉ ଦିନୁ ଡେଇଁଲୁଣି ଫୁକୁ-ଫୁକୁ-ଫୁକୁ ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ ତୋ କଥା ଭାବି ମୋ ନିଦ ହଜିଲାଣି କେମିତି ବୁଝିବୁ? ତାଲା ବାଜିଲାଣି ଛାତି ତଳେ ରେଳ ଚାଲେ ଛୁକୁ-ଛୁକୁ-ଛୁକୁ ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ ହୁଁ, ଚିକିଣି-ଚିକିଣି ଗୋରାଦେହ ତୋର କେବେଠୁ ହେଲା ଲୋ ଏତେ ଉଜାଲା? ମନ କହେ छोरी ଡେଣା ତୋର ଧରି ଟେକି ନେଇଯିବି ରାଉଲକେଲା ହଏ, ଚିକିଣି-ଚିକିଣି ଗୋରାଦେହ ତୋର କେବେଠୁ ହେଲା ଲୋ ଏତେ ଉଜାଲା? ମନ କହେ छोरी ଡେଣା ତୋର ଧରି ଟେକି ନେଇଯିବି ରାଉଲକେଲା ଯେବେଠୁ ତୋ ଓଠ ଲାଜ ଖୋଜିଲାଣି ହୃଦୟ starter fuse ହେଲାଣି ଅନ୍ଧାରେ ମୁଁ ଗାଏ ବସି ଛାନ୍ଦ ଆଉ ଚମ୍ପୁ ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ ହେ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ-ଦୁକୁ ହଁ, ତୋ ଘର ବାଟକୁ ସବୁଦିନ ଯାଇ ଘଣ୍ଟା-ଘଣ୍ଟା ରହି ଘଣ୍ଟି ଚିପୁଛି ସବୁ ଜାଣି ମଣି ଖାଉଛୁ ଲୋଟଣୀ ବୋଉ କାନି ଧରି ଖେଳୁଛୁ ପୁଚି ହୁଁ, ତୋ ଘର ବାଟକୁ ସବୁଦିନ ଯାଇ ଘଣ୍ଟା-ଘଣ୍ଟା ରହି ଘଣ୍ଟି ଚିପୁଛି ସବୁ ଜାଣି ମଣି ଖାଉଛୁ ଲୋଟଣୀ ବୋଉ କାନି ଧରି ଖେଳୁଛୁ ପୁଚି ସପନରେ ଆମ ଚଉଠି ହେଲାଣି ସତ କେବେ ହବ ଦିନ ଗଣିଲିଣି କୁଆଁରା ମନ ମୋ ହୁଏ ହୁକୁ-ହୁକୁ-ହୁକୁ ମୋର ତ ରାତି ସାରା barlight- ଏ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ ହଁ ମୋର ତ ରାତି ସାରା barlight ଦୁକୁ-ଦୁକୁ-ଦୁକୁ ରେ ଏ, ମୋର ରାତି ସାରା barlight ଦୁକୁ-ଦୁକୁ-ଦୁକୁ-ଡୁକୁ-ଦୁକୁ-ଦୁକୁ-ଦୁକୁ-ଦୁକୁ
Abhijit Majumdar
Explore verified Odia songs and releases by Abhijit Majumdar.
View artist profile →Listen or verify this release via its official external catalog listing.
Open Official SourceBarlight Duku Duku (feat. Lubun-Tubun, Lubun Sen) • Abhijeet Majumdar - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal