"Ae Rangabati" is a Odia song performed by Abhijit Majumdar. It is featured on "Jaggu Autowallah (Original Motion Picture Soundtrack)". Cataloged under Regional Indian with a runtime of 4:05. Time-synchronized lyrics are available from a verified provider.
Jaggu Autowallah (Original Motion Picture Soundtrack)
View full album tracklist →ଅଟୋରେ ବସେଇ ଦେମି ଆଖି ମୁଁ ମିଶେଇ ଦେମି Puncture ହେଇଗଲା ଏଇ ଛାତି ଏ ରଙ୍ଗବତୀ-ରଙ୍ଗବତୀ ହଁ, ଅଟୋରେ ବସେଇ ଦେମି ଆଖି ମୁଁ ମିଶେଇ ଦେମି Puncture ହେଇଗଲା ଏଇ ଛାତି ଏ ରଙ୍ଗବତୀ-ରଙ୍ଗବତୀ ତୁ ନୂଆ-ନୂଆ ଅଟୋ ବାଲା ମୋ ମନ ଖାଲି ଝାଲାମାଲା ଆରେ, break ତୋର ଢୀଲା ହଁ, ଧୀରେ-ଧୀରେ ଚଲା କାଳେ ଜଳିଯିବ ନାଲି ବତି ମୁଁ ରଙ୍ଗବତୀ-ରଙ୍ଗବତୀ ଆରେ, ଏ ରଙ୍ଗବତୀ-ରଙ୍ଗବତୀ ଆରେ, ପ୍ରେମ ଗାଡ଼ି ଘାଇଁ-ଘାଇଁ ଗଡ଼ିଯାଏ ସାଇଁ-ସାଇଁ Heavy licence ପାଇଛି ମୋ ଗୋରୀ ଧରିଥା ଛାଡ଼ିବୁ ନାହିଁ ବେଳ, କାଳ ଭଲ ନାହିଁ ସହଜେ ମୁଁ ଚାନ୍ଦ ମୁହିଁ ମନ ଛନ-ଛନ, ଆଖି କନ-କନ Gear ତୁ ପକା ନାହିଁ ହାଏ, ଛୁଇଁଲେ accelerator ଅନା ବଢୁଛି ପ୍ରେମ meter ଆଲୋ ୬୦ ରେ କଣ୍ଟା, ହଁ, ଉଡୁଛି ମନଟା ଖେଳୁଛି ଲୋ କିତି-କିତି ହେ, ରଙ୍ଗବତୀ-ରଙ୍ଗବତୀ ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ ଆଖି ତଳେ ଲାଜଥିଲା ଓଠ ତଳେ ଝରିଗଲା ହୃଦୟ ଭିତର indicator ମୋ Signal ତତେ ଦେଲା ଆରେ, ଯାହାହେଲା ଭଲ ହେଲା ଭଡ଼ା ମୋର ଉଠିଗଲା ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା" ମୁଁ ହେଲି ଓଟୋ ମାଲିକାଣୀ ତୁ Driver ମୋର ମଣି ଆରେ, ମିଳିବନି ଛୁଟି, ତୁ କରିବୁ duty ରାତି-ଦିନ, ଦିନ-ରାତି ଏ ରଙ୍ଗବତୀ-ରଙ୍ଗବତୀ ମୁଁ ରଙ୍ଗବତୀ-ରଙ୍ଗବତୀ ଏ ରଙ୍ଗବତୀ-ରଙ୍ଗବତୀ ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
Verified lyricist and composition credits are not yet available for this recording.
Abhijit Majumdar
Explore verified Odia songs and releases by Abhijit Majumdar.
View artist profile →Ae Rangabati | Full Song | Jaggu Autowallah | Odia Movie | Abhijit Majumdar | Pupinder | Pamela • Amara Muzik Odia
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal