"Tu Megha Heija" is a Odia song performed by Humane Sagar. It appears on "Humane Sagar" (2020). Cataloged under Regional Indian with a runtime of 5:02. Time-synchronized lyrics are available from a verified provider.
Released: 2020
View full album tracklist →ତୁ ମେଘ ହେଇଯା, ମୋତେ ସାଥେ ନେଇଯା ତୁ ବର୍ଷା ହେଇଯା, ଭିଜେଇ ଦେଇଯା ତୁ ମେଘ ହେଇଯା, ମୋତେ ସାଥେ ନେଇଯା ତୁ ବର୍ଷା ହେଇଯା, ଭିଜେଇ ଦେଇଯା ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ ମୋ ହୃଦୟରେ ରଙ୍ଗ ଭରିଦେଇଯା ତୁ ମେଘ ହେଇଯା, ମୋତେ ସାଥେ ନେଇଯା ତୁ ବର୍ଷା ହେଇଯା, ଭିଜେଇ ଦେଇଯା ତୁ ମେଘ ହେଇଯା, ମୋତେ ସାଥେ ନେଇଯା ତୁ ବର୍ଷା ହେଇଯା, ଭିଜେଇ ଦେଇଯା ତୋ ଚାହାଣି ମୋତେ କରିଛି ଦିୱାନା ରାତି-ଦିନ ଖାଲି ଭାବୁଛି ତୋ କଥା ହଁ, ସବୁ ମୁହଁ ମୋତେ ଲାଗୁଛି ତୋପରି ବୁଝିନେ ତୁ ଆଜି ମୋ ମନ ଅବସ୍ଥା ଶବ୍ଦରେ କେମିତି ପାରିବି କହି ମୁଁ? ଶବ୍ଦରେ କେମିତି ପାରିବି କହି ମୁଁ? ପାଖେ ଆସି ଥରେ ମୋତେ ଛୁଇଁଦେଇଯା ତୁ ମେଘ ହେଇଯା, ମୋତେ ସାଥେ ନେଇଯା ତୁ ବର୍ଷା ହେଇଯା, ଭିଜେଇ ଦେଇଯା ତୁ ମେଘ ହେଇଯା, ମୋତେ ସାଥେ ନେଇଯା ତୁ ବର୍ଷା ହେଇଯା, ଭିଜେଇ ଦେଇଯା ସବୁ ଋତୁ ଆଜି ଲାଗୁଚି ବସନ୍ତ ମନରେ ଆସିଛି ଅକୁହା ପୁଲକ ହୋ, ତୁ ଯାହା ଭାବୁଚୁ ମୁଁ ବି ଭାବୁଚି ତୁ କହିଦଉଚୁ ହେଲେ ମୁଁ ରହେ ନିରବ ନିରବ ରହିବୁ ଆଉ କେତେ ଦିନ? ନିରବ ରହିବୁ ଆଉ କେତେ ଦିନ? ତୋ ହୃଦୟର କଥା ଆଜି ମାନିଯା ତୁ ମେଘ ହେଇଯା, ମୋତେ ସାଥେ ନେଇଯା ତୁ ବର୍ଷା ହେଇଯା, ଭିଜେଇ ଦେଇଯା ତୁ ମେଘ ହେଇଯା, ମୋତେ ସାଥେ ନେଇଯା ତୁ ବର୍ଷା ହେଇଯା, ଭିଜେଇ ଦେଇଯା
Humane Sagar
Explore verified Odia songs and releases by Humane Sagar.
View artist profile →Listen or verify this release via its official external catalog listing.
Open Official SourceTu Megha Heija • Humane Sagar - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal