"Sharmili" is a Odia song performed by Humane Sagar. It appears on "Humane Sagar" (2021). Cataloged under Regional Indian with a runtime of 5:02. Time-synchronized lyrics are available from a verified provider.
Released: 2021
View full album tracklist →ମୋ ପାଇଁ ଏ ପ୍ରେମ ତୋର ଦାମୀ ଗୋଟେ ଉପହାର ଓ, ମୋ ପାଇଁ ଏ ପ୍ରେମ ତୋର ଦାମୀ ଗୋଟେ ଉପହାର ତୋ ପାଇଁ ମନରେ ଖୁସିର ଲହରୀ ସପନ ନଇଁରେ ଯାଏ ମୁଁ ପହଁରି ତୋତେ ପାଇ ସବୁ ଭୁଲିଯାଏ ମୁଁ ଆଜିକାଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି କହିଦେ ହେଲୁ ତୁ ଭଲ କାଇଁ ଏତେ? ମନରେ ଲୁଚେଇ ରଖିଦେଲି ତୋତେ କହିଦେ ହେଲୁ ତୁ ଭଲ କାଇଁ ଏତେ? ମନରେ ଲୁଚେଇ ରଖିଦେଲି ତୋତେ ମେଘକୁ କହିଛି ବରଷିବୁ କାଲି ତୋ ସାଥିରେ ଟିକେ ଭିଜିବି ମୁଁ ବୋଲି ଭିଜିବୁ କି ନା କହିଦେ ରେ ତୁ ଓଠ ଖୋଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି ଯେବେଠୁ ତୋ ପାଖେ ଅଟକିଛି ପାଦ ସବୁଠି ଶୁଭୁଚି ତୋ ନାଁ ଶବଦ ଯେବେଠୁ ତୋ ପାଖେ ଅଟକିଛି ପାଦ ସବୁଠି ଶୁଭୁଚି ତୋ ନାଁ ଶବଦ ତୋତେ ମୁଁ କାହିଁକି ହୁଏ ଏତେ ଖୋଜି? ଜାଣିଚୁ ଯଦି ତୁ କହିଦେରେ ଆଜି ଲାଗୁଛି ତୋ ପାଇଁ ଜିଇଁବାର ରାହା ପାଇଗଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
Humane Sagar
Explore verified Odia songs and releases by Humane Sagar.
View artist profile →Listen or verify this release via its official external catalog listing.
Open Official SourceSharmili • Humane Sagar - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal