"Sammohini" is a Odia song performed by Kuldeep Pattanaik Official. It is featured on "Kuldeep Pattanaik Official". The track has a runtime of 3:56. Time-synchronized lyrics are available from a verified provider.
ସଜଳ-ସଜଳ ତୋ ଆଖିର କଜଳ କହୁଛି ଲୋ କେତେ କଥା ସେଇ ଆଖିରୁ ତୋ ବାରି ହେଇଯାଏ ମୋ ପ୍ରେମରେ ଗଭୀରତା ହଜାରେ ଜହ୍ନକୁ ଏକାଠି କଲେବି ତୋ ମୁହଁ ପରି ଜମା ଦିଶୁନି (ଉଁ, କାହିଁକି?) ତୁ ସମ୍ମୋହିନୀ, ତୁ... ତୁ ସମ୍ମୋହିନୀ, ତୁ... ଅନେକ ଦିନରୁ ବାକି ତ ରହିଛି ମୋ ମନର ମିଠା ଭୋକ ପବରୀ ସଜେଇ କେବେଠୁ ବସିଛି ରଚିବାକୁ ପ୍ରେମଗପ ହାଁ, ସରମି ଲତାରୁ ସରମ ପରସେ ଅଲିଅଳି ଅଭିମାନିନୀ ମୁଁ ସମ୍ମୋହିନୀ, ମୁଁ (ହୋ-ଓ) ମୁଁ ସମ୍ମୋହିନୀ, ମୁଁ... (Tune change ହଁ) ମିଛରେ ତୁ ଋଷିଗଲେ, ମେଘ-କୁମାରି ଭାବନାର ବନ୍ଧବାଡ଼ ଯାଏ ଉଛୁଳି ନଜରରେ ଛୁଇଁ ଯେବେ ଯାଉଛୁ ଚାଲି ବିନା ବସନ୍ତରେ ସତେ ଆସୁଛି ହୋଲି ଝିଅ ନା ତୁ ସତେ ଅଷ୍ଟମ ଆଶ୍ଚର୍ଯ୍ୟ? ଯେତେ ଦେଖିଲେ ବି ମନ ବୁଝୁନି ତୁ ସମ୍ମୋହିନୀ, ତୁ... ମୁଁ ସମ୍ମୋହିନୀ, ମୁଁ (ନା) ମୁଁ ସମ୍ମୋହିନୀ, ମୁଁ... ତୁ ସମ୍ମୋହିନୀ, ତୁ (ହୋ-ଓ) ମୁଁ ସମ୍ମୋହିନୀ, ମୁଁ (ନା)
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Kuldeep Pattanaik Official
Explore verified Odia songs and releases by Kuldeep Pattanaik Official.
View artist profile →