"Rasabati Bilasa" is a Odia song performed by Kuldeep Pattanaik. It is featured on "Rasabati Bilasa". The track has a runtime of 4:26. Time-synchronized lyrics are available from a verified provider.
ମୁଁ ତାକୁ ଜାଣିନାହିଁ କେବେ ବି ଦେଖିନାହିଁ ତଥାପି କାହିଁ ମୁଁ ତାକୁ ଖୋଜୁଛି? ମୋ ବାଟ ସରୁନାହିଁ ମୋ ପାଦ ରହୁନାହିଁ ଯେମିତି ଆକାଶେ ମୁଁ ଉଡୁଛି ମରିଯିବି ତା ପ୍ରେମରେ ସରିଯିବି ଭାବନାରେ ଡାକୁଚି ସେ ସପନରେ ମୋ ପାଖକୁ ଆସ, ଆସ, ଆସ ଓ ରସବତୀ ବିଳାସ ମାୟାବିନୀ ତୋ ହସ ଚଢ଼ିଯାଏ କାଇଁ ମୋ ଦେହରେ ବିଷ? ରସବତୀ ବିଳାସ ମାୟାବିନୀ ତୋ ହସ ଚଢ଼ିଯାଏ କାଇଁ ମୋ ଦେହରେ ବିଷ? ରୂପା ନା ସେ ରୂପସୀ? ମୋ ପାଇଁ ସେ ଉର୍ବଶୀ ମୋ ଛାତିରେ ଲେଖିଛି ତା ନାଁ ହସ ତାର ଦାମିକା ହସିଲେ ମୋ ପ୍ରେମିକା ତା ସହର ପାଖେ ମୋ ଗାଁ ଟାଣିନିଏ ତା ରୂପରେ ବାନ୍ଧିଦିଏ ତା ଗପରେ କହୁଛି ସେ ସପନରେ ମୋ ପାଖରେ ବସ, ବସ, ବସ ଓ ରସବତୀ ବିଳାସ ମାୟାବିନୀ ତୋ ହସ ଚଢ଼ିଯାଏ କାଇଁ ମୋ ଦେହରେ ବିଷ? ରସବତୀ ବିଳାସ ମାୟାବିନୀ ତୋ ହସ ଚଢ଼ିଯାଏ କାଇଁ ମୋ ଦେହରେ ବିଷ? ହଜେଇ ମୋ ଠିକଣା ହେଲି ଆଜି ଅଜଣା ମୋ କଥା ତୁ ଥରେ ମାନିଯା ପାଗଳ ମୁଁ କେବେଠୁ ବୁଝେନି ମୁଁ ନିଜକୁ ମୋ କଥା ତୁ ଥରେ ମାନିଯା ହଜିଗଲି ତୋ ଛୁଆଁରେ ପଡ଼ିଗଲି ତୋ ପ୍ରେମରେ ଆରମ୍ଭ ତୁ କଲୁ ଯଦି କରିଦେ ତୁ ଶେଷ, ଶେଷ, ଶେଷ ଓ ରସବତୀ ବିଳାସ ମାୟାବିନୀ ତୋ ହସ ଚଢ଼ିଯାଏ କାଇଁ ମୋ ଦେହରେ ବିଷ? ରସବତୀ ବିଳାସ ମାୟାବିନୀ ତୋ ହସ ଚଢ଼ିଯାଏ କାଇଁ ମୋ ଦେହରେ ବିଷ?
Verified lyricist and composition credits are not yet available for this recording.
Kuldeep Pattanaik
Explore verified Odia songs and releases by Kuldeep Pattanaik.
View artist profile →Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal