"Michha Duniaare" is a Odia song performed by Arabinda Muduli. It appears on "Arabinda Muduli Hits" (2018). Cataloged under Odia with a runtime of 5:32. Time-synchronized lyrics are available from a verified provider.
Released: 2018
View full album tracklist →ଜୟ ଜଗନ୍ନାଥ ଭକ୍ତ-ବୃନ୍ଦ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା ଏ କଥା ଭଗବତ ତତ୍ୱ ଏକମାତ୍ର ସତ୍ୟ ଜଗନ୍ନାଥ ମହାପ୍ରଭୁ, ଜଗତ ମିଥ୍ୟା ଭକ୍ତ କହୁଛି ମିଛ ଦୁନିଆଁରେ ଗୋଟିଏ ସତ ସେ ଜଗନ୍ନାଥ, ସେ ଜଗନ୍ନାଥ ମିଛ ଦୁନିଆଁରେ, ମିଛ ଦୁନିଆଁରେ ଗୋଟିଏ ସତ ସେ ଜଗନ୍ନାଥ, ରେ ବାୟା, ସେ ଜଗନ୍ନାଥ ପରମ ସୁଖ ସେ କଳା ଶ୍ରୀମୁଖ, ସେ ଜଗନ୍ନାଥ ମିଛ ଦୁନିଆଁରେ, ମିଛ ଦୁନିଆଁରେ, ମିଛ ଦୁନିଆଁରେ ଗୋଟିଏ ସତ ସେ ଜଗନ୍ନାଥ, ରେ ବାୟା, ସେ ଜଗନ୍ନାଥ ପରମ ସୁଖ ସେ କଳା ଶ୍ରୀମୁଖ, ସେ ଜଗନ୍ନାଥ ଜଗତ ଦୁଃଖରେ ଦୁଃଖୀ ହୋ ଭକତ ସୁଖରେ ସୁଖୀ ଜଗତ ଦୁଃଖରେ ଦୁଃଖୀ ହୋ ଭକତ ଦୁଃଖରେ ଦୁଃଖୀ ପତିତ ପାବନ, ଆହାଃ, ପତିତ ପାବନ ଉଡାଏ ନେତ ସେ ଜଗନ୍ନାଥ ମିଛ ଦୁନିଆଁରେ ଗୋଟିଏ ସତ, ସେ ଜଗନ୍ନାଥ ବସି ଜଗନ୍ନାଥ ଧର୍ମ ନାବରେ, ଭଜନ କରୁଥା ସଞ୍ଜ ସକାଳେ ବସି ଜଗନ୍ନାଥ ଧର୍ମ ନାବରେ, ଭଜନ କରୁଥା ସଞ୍ଜ ସକାଳେ ଯମଦଣ୍ଡ ତୋତେ ଲାଗିବ ନାହିଁ ରେ ଯମଦଣ୍ଡ ତୋତେ ଲାଗିବ ନାହିଁ ରେ ଯିବୁ ତୁ ଅଫେରାପୁରେ ସେ ଅଫେରାପୁର ବୈକୁଣ୍ଠ ହୋ, ଯହିଁ ବିଜେ ବୈକୁଣ୍ଠନାଥ ସେ ଅଫେରାପୁର ବୈକୁଣ୍ଠ ହୋ, ଯହିଁ ବିଜେ ବୈକୁଣ୍ଠନାଥ ଅନାଥନାଥ ସେ, ପରମ କୀର୍ତ ସେ ପରମଅର୍ଥ ସେ କଳା-ସାଆନ୍ତ, ଦେଖ ରେ ଦେଖ ମିଛ ଦୁନିଆଁରେ ଗୋଟିଏ ସତ, ସେ କଳା-ସାଆନ୍ତ ଚୈତନ୍ୟ ଗୌରାଙ୍ଗ ସେ ନିତ୍ୟାନନ୍ଦ, ଲାଭ କରିଛନ୍ତି ପରମାନନ୍ଦ ଏ କଳିଯୁଗରେ, ହେ, ପ୍ରିୟ ଭକ୍ତ ମାନେ ଧ୍ୟାନ ଦେବେ ଚୈତନ୍ୟ ଗୌରାଙ୍ଗ, ମହାପ୍ରଭୁ ମାନେ ଆସିଥିଲେ, ଭକ୍ତମାନେ ଆସିଥିଲେ ଦାସିଆ ବାଉରୀ ଭକ୍ତ ସାଲବେଗ ମହାନ୍ତି କେତେ ଆସିଥିଲେ ସିଏ କିନ୍ତୁ ମିଥ୍ୟା ଜଗତରେ ଜଗନ୍ନାଥଙ୍କୁ ଚିହ୍ନି ପାରିଥିଲେ ପ୍ରକୃତରେ ବ୍ରହ୍ମ କିଏ ସେ ଆଉ ମିଥ୍ୟା କିଏ ସେ, ପ୍ରିୟ ଭକ୍ତବନ୍ଧୁ ଚୈତନ୍ୟ ଗୌରାଙ୍ଗ ସେ ନିତ୍ୟାନନ୍ଦ, ଲାଭ କରିଛନ୍ତି ପରମାନନ୍ଦ ଜଗନ୍ନାଥଙ୍କର ନାମ ପ୍ରେମେ ପଡି ଜଗନ୍ନାଥଙ୍କର ନାମ ପ୍ରେମେ ପଡି ମିଛ ମାୟାରେ ସେ ନୁହନ୍ତି ଅନ୍ଧ ପଞ୍ଚ ସଖା ସାଲବେଗ ହୋ, ବନ୍ଧୁଆ ଦାସିଆ ଭକ୍ତ ପଞ୍ଚ ସଖା ସାଲବେଗ ହୋ, ବନ୍ଧୁଆ ଦାସିଆ ଭକ୍ତ କରି ଯାଇଛନ୍ତି, ଆହା, କରିଛନ୍ତି କରି ପ୍ରଭୁଙ୍କୁ ତପ, ସେ ଜଗନ୍ନାଥ ମିଛ ଦୁନିଆଁରେ ଗୋଟିଏ ସତ, ସେ ଜଗନ୍ନାଥ ମିଛ ଦୁନିଆଁରେ, ମିଛ ଦୁନିଆଁରେ, ମିଛ ଦୁନିଆଁରେ ଗୋଟିଏ ସତ ସେ ଜଗନ୍ନାଥ, ରେ ବାୟା, ସେ ଜଗନ୍ନାଥ ପରମ ସୁଖ ସେ କଳା ଶ୍ରୀମୁଖ, ସେ ଜଗନ୍ନାଥ ଜଗତ ଦୁଃଖରେ ଦୁଃଖୀ ହୋ ଭକତ ଦୁଃଖରେ ଦୁଃଖୀ ଜଗତ ଦୁଃଖରେ ଦୁଃଖୀ ହୋ ଭକତ ଦୁଃଖରେ ଦୁଃଖୀ ପତିତ ପାବନ, ଆହାଃ, ପତିତ ପାବନ ଉଡାଏ ନେତ କଳା-ସାଆନ୍ତ ସେ, ମିତ, କଳା-ସାଆନ୍ତ ମିଛ ଦୁନିଆଁରେ ଗୋଟିଏ ସତ, ସେ ଜଗନ୍ନାଥ ମିଛ ଦୁନିଆଁରେ, ମିଛ ଦୁନିଆଁରେ, ମିଛ ଦୁନିଆଁରେ ଗୋଟିଏ ସତ ସେ ଜଗନ୍ନାଥ, ରେ ବାୟା, ସେ ଜଗନ୍ନାଥ, ରେ ବାୟା, ସେ ଜଗନ୍ନାଥ ପରମ ସୁଖ ସେ କଳା ଶ୍ରୀମୁଖ, କଳା-ସାଆନ୍ତ, କଳା-ସାଆନ୍ତ, କଳା-ସାଆନ୍ତ ପରମ ସୁଖ ସେ କଳା-ସାଆନ୍ତ, ସେ ଜଗନ୍ନାଥ, ସେ ଜଗନ୍ନାଥ, ସେ ଜଗନ୍ନାଥ, ସେ ଜଗନ୍ନାଥ
Arabinda Muduli
Explore verified Odia songs and releases by Arabinda Muduli.
View artist profile →Listen or verify this release via its official external catalog listing.
Open Official SourceMichha Duniaare Gotie Sata - Superhit Bhajan | ମିଛ ଦୁନିଆରେ ଗୋଟିଏ ସତ | Arabinda Muduli • Arabinda Muduli
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal