"Mana Khojuthila Gote Premika" is a Odia song performed by Humane Sagar. It appears on "Humane Sagar" (2020). Cataloged under Regional Indian with a runtime of 4:55. Time-synchronized lyrics are available from a verified provider.
Released: 2020
View full album tracklist →ମନ ଖୋଜୁଥିଲା ଗୋଟେ ପ୍ରେମିକା ତାକୁ ମିଳିଲା ମନର ନାୟିକା ପ୍ରେମ ହେଲା କି ହାଏ ମୋତେ ରେ? ଓ, ଓ, ଓ ଫିକା-ଫିକା ଥିଲା ଏଇ ଜୀବନ ରଙ୍ଗ ଭରି ଆଣିଦେଲୁ ଫଗୁଣ ପ୍ରେମ ହେଲା କି ହାଏ ମୋତେ ରେ? ଓ, ଓ, ଓ ଚାହିଁଦେଲୁ ମତେ ଯେବେ ତୁ ବୁଲି ବିନା ଫଗୁଣରେ ଆସିଲା ହୋଲି ପ୍ରେମ ତୋ ମାରି ଦେଲାରେ ଓ, ଓ, ଓ ମନ ଖୋଜୁଥିଲା ଗୋଟେ ପ୍ରେମିକା ତାକୁ ମିଳିଲା ମନର ନାୟିକା ପ୍ରେମ ହେଲା କି ହାଏ ମୋତେ ରେ? ଓ, ଓ, ଓ ଲାଜ ମିଶା ତୋର ତୁନି ଓଠରେ କହି ଗଲୁ କେତେ କଥା ସବୁ ବୁଝିଗଲି ସବୁ ମାନିନେଲି ପ୍ରେମର ଅକୁହା କଥା ଓ, ଲାଜ ମିଶା ତୋର ତୁନି ଓଠରେ କହି ଗଲୁ କେତେ କଥା ସବୁ ବୁଝିଗଲି ସବୁ ମାନିନେଲି ପ୍ରେମର ଅକୁହା କଥା ହାତକୁ ମୋ ଯେବେ ଦେଲୁ ତୁ ଧରି ଲାଗୁଛି ସତେକି ଯିବି ମୁଁ ମରି କି ଯାଦୁ କଲୁ କହରେ? ଓ, ଓ, ଓ ମନ ଖୋଜୁଥିଲା ଗୋଟେ ପ୍ରେମିକା ତାକୁ ମିଳିଲା ମନର ନାୟିକା ପ୍ରେମ ହେଲା କି ହାଏ ମୋତେ ରେ? ଓ, ଓ, ଓ ପାଦ ଚିପି-ଚିପି ଗଲି ପାଖକୁ ହେଲା ତୋ ସାଥିରେ ଦେଖା ମୋ ହାତ ପାପୁଲି ଯେବେ ମୁଁ ଦେଖିଲି ତୋ ନାଁ ହେଇଛି ଲେଖା ଓ, ପାଦ ଚିପି-ଚିପି ଗଲି ପାଖକୁ ହେଲା ତୋ ସାଥିରେ ଦେଖା ମୋ ହାତ ପାପୁଲି ଯେବେ ମୁଁ ଦେଖିଲି ତୋ ନାଁ ହେଇଛି ଲେଖା ନଜରରେ ମୋତେ ଦେଲୁ ତୁ ଧରି ପୃଥିବୀ ଏଇଠି ଗଲାକି ସରି? କି ରଙ୍ଗ ଲାଗିଗଲା ରେ? ଓ, ଓ, ଓ ମନ ଖୋଜୁଥିଲା ଗୋଟେ ପ୍ରେମିକା ତାକୁ ମିଳିଲା ମନର ନାୟିକା ପ୍ରେମ ହେଲା କି ହାଏ ମୋତେ ରେ? ଓ, ଓ, ଓ ଫିକା-ଫିକା ଥିଲା ଏଇ ଜୀବନ ରଙ୍ଗ ଭରି ଆଣିଦେଲୁ ଫଗୁଣ ପ୍ରେମ ହେଲା କି ହାଏ ମୋତେ ରେ? ଓ, ଓ, ଓ
Humane Sagar
Explore verified Odia songs and releases by Humane Sagar.
View artist profile →Listen or verify this release via its official external catalog listing.
Open Official SourceMana Khojuthila Gote Premika • Humane Sagar - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal