"Kalia Rasika Raja" is a Odia song performed by Arabinda Muduli. It appears on "Arabinda Muduli Hits" (2018). Cataloged under Devotional & Spiritual with a runtime of 3:53. Time-synchronized lyrics are available from a verified provider.
Released: 2018
View full album tracklist →କାଳିଆ ରସିକରଜା ରେ କାଳିଆ ରସିକରଜା କାଳିଆ ରସିକରଜା ରେ କାଳିଆ ରସିକରଜା ପିଲାଦିନେ ଚୋରା ପିରତି କରି ଗୋପୀଙ୍କର ଦେଲା ମହତ ସାରି ପିଲାଦିନେ ଚୋରା ପିରତି କରି ଗୋପୀଙ୍କର ଦେଲା ମହତ ସାରି ବଜେଇ ମୋହନମୁରଲୀ ବାଜା ରେ କାଳିଆ ରସିକରଜା ରେ କାଳିଆ ରସିକରଜା କାଳିଆ ରସିକରଜା ରେ କାଳିଆ ରସିକରଜା ଯମୁନା ଗଣ୍ଡରେ, ସେ ଗଣ୍ଡରେ ନାବ ବାହିଲା ରାଇ ସଙ୍ଗେ କେଳି କରିଲା କଦମ୍ବ ଡାଳରେ, ସେ ଡାଳରେ ନେତ ବାନ୍ଧିଲା ବନେ ଗାଈ ଚରାଉ ଥିଲା ବସନ ଚୋରେଇ ଗାଧୁଆ ତୁଠେ ଲୁଚେଇଲା ନେଇ କଦମ୍ବ ଶିଖେ ବସନ ଚୋରେଇ ଗାଧୁଆ ତୁଠେ ଲୁଚେଇଲା ନେଇ କଦମ୍ବ ଶିଖେ ହଜେଇଲା ଗୋପୀ ମନର ମଜା ରେ କାଳିଆ ରସିକରଜା ରେ କାଳିଆ ରସିକରଜା କାଳିଆ ରସିକରଜା ରେ କାଳିଆ ରସିକରଜା ରଥ ଯାତରାରେ, ସୁବେଶରେ ନନ୍ଦିଘୋଷରେ ଯାଏ ପୁରୀ ବଡ଼ଦାଣ୍ଡରେ କମଳାଙ୍କୁ ଛାଡ଼ି, ବନମାଳୀ ଭକ୍ତ ସାଙ୍ଗରେ ମାତିଯାଏ ରାସ ରଙ୍ଗରେ ପୌଧ ଅବତାରେ କଳି କାଳରେ ରାହାସ କରୁଛି ବଡ଼ଦେଉଳେ ପୌଧ ଅବତାରେ କଳି କାଳରେ ରାହାସ କରୁଛି ବଡ଼ଦେଉଳେ ଦେବଦାସୀ ନାଟ ତା ପାଇଁ ଖଞ୍ଜାରେ କାଳିଆ ରସିକରଜା ରେ କାଳିଆ ରସିକରଜା କାଳିଆ ରସିକରଜା ରେ କାଳିଆ ରସିକରଜା ପିଲାଦିନେ ଚୋରା ପିରତି କରି ଗୋପୀଙ୍କର ଦେଲା ମହତ ସାରି ପିଲାଦିନେ ଚୋରା ପିରତି କରି ଗୋପୀଙ୍କର ଦେଲା ମହତ ସାରି ବଜେଇ ମୋହନମୁରଲୀ ବାଜା ରେ କାଳିଆ ରସିକରଜା ରେ କାଳିଆ ରସିକରଜା କାଳିଆ ରସିକରଜା ରେ କାଳିଆ ରସିକରଜା କାଳିଆ ରସିକରଜା ରେ କାଳିଆ ରସିକରଜା
Arabinda Muduli
Explore verified Odia songs and releases by Arabinda Muduli.
View artist profile →Listen or verify this release via its official external catalog listing.
Open Official SourceKaliaa Rasika Raja • Arabinda Muduli - Topic
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal