"Jibanata Dhuan Dhuan" is a Odia song performed by Babushaan Mohanty. It appears on "Hero No. 1" (2017). Cataloged under Soundtrack with a runtime of 4:16. Time-synchronized lyrics are available from a verified provider.
Released: 2017
View full album tracklist →ହୋ-ଓ-ଓ ଓହୋ-ହୋ-ହୋ-ହୋ ଛିଟା-ଛିଟା ବରଷାରେ ଭିଜିଗଲା ସବୁ ଆଶା ଛୋଟ-ଛୋଟ ସ୍ବପ୍ନ ଯେତେ କଲା ମୋତେ ଲୋକହସା ଏଇ ଅଦେଖା ଲୁହ, ଜାଳିଦେଇ ହୃଦୟ ଏ କି ଖେଳ ଖେଳେ ତା ସାଥିରେ? ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ ନିଜକୁ ଯେ ନିଜେ କେବେ ମାଗିନାହିଁ ଟିକେ ଖୁସି ହଁ, ନିଜକୁ ଯେ ନିଜେ କେବେ ମାଗିନାହିଁ ଟିକେ ଖୁସି ଏ କି ଦୁଃଖ ଆସି ଆଜି ଡରଉଚି ବେସି ବେସି? କିଏ ଜାଣେ କାହାର, ଲାଗିଗଲା ନଜର ସୁଖ ଜଳିଯାଏ କି ନିଆଁରେ? ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ ସପନଟେ ଦେଖୁ-ଦେଖୁ ନିଦ ମୋର ଭାଙ୍ଗିଗଲା ହଁ, ସପନଟେ ଦେଖୁ-ଦେଖୁ ନିଦ ମୋର ଭାଙ୍ଗିଗଲା ଗପଟିଏ ଲେଖୁ-ଲେଖୁ ଅଧା ହେଇ ରହିଗଲା ନିଜ ଭିତର କୋହ, ଆଜି ପଚାରେ କହ କାଇଁ ଖେଳୁଥିଲୁ ତୁ ବାଜି ରେ? ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ ଏ ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
Verified lyricist and composition credits are not yet available for this recording.
Babushaan Mohanty
Explore verified Odia songs and releases by Babushaan Mohanty.
View artist profile →Listen or verify this release via its official external catalog listing.
Open Official SourceLyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal