"Jhipi Jhipi Meghare" is a Odia song performed by Humane Sagar. It appears on "Humane Sagar" (2023). Cataloged under Regional Indian with a runtime of 4:07. Time-synchronized lyrics are available from a verified provider.
Released: 2023
View full album tracklist →ଝିପିଝିପି ମେଘରେ ଚାଲିଗଲା ଆଗରେ ସୁକୁମାରୀ ଝିଅଟିଏ ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ କେଜାଣି ସେ ଥିଲା କିଏ ବୁଝିବାକୁ ଇଛାହେଲା ନାଁ, ଗାଁ ତାର ପଚାରିଲି କିଏ ତୁ ଲୋ, କଉଠି ତୋ ଘର? ଚୁପ୍ ରହି ମାରିଦେଲା ହାଏ ଝିପିଝିପି ମେଘରେ ଚାଲିଗଲା ଆଗରେ ସୁକୁମାରୀ ଝିଅଟିଏ ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ କେଜାଣି ସେ ଥିଲା କିଏ ସେଇ ଥରୁଟିଏ ଦେଖାରେ ଫୁଲ ସାଥେ ହେଲା ଧୋକା ରେ ଓ, ଦେଇ କିଛି ମିଠା ଇଶାରା ଚାଲିଗଲା କରି ଏକା ରେ ସେଇ ଝିଅ ଆଉ ଦିନେ ହେଇଗଲା ଭେଟ ଆକାଶଟା ଫର୍ଚା ଥିଲା, ନିଛାଟିଆ ବାଟ ନ ଚିହ୍ନିଲା ପରି ହେଲା ସିଏ ଝିପିଝିପି ମେଘରେ ଚାଲିଗଲା ଆଗରେ ସୁକୁମାରୀ ଝିଅଟିଏ ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ କେଜାଣି ସେ ଥିଲା କିଏ ଜାଣିଲି ମୁଁ ପ୍ରଥମ ଥର ସିଏ ସାଙ୍ଗ ଘର ପାଖର ହେ, ମୋ ସାଙ୍ଗ ଗାଆଁ ଏଥର ଆଗ ଠାରୁ ଲାଗେ ସୁନ୍ଦର ଚଗଲି ତା ଓଢ଼ଣୀଟା ପବନରେ ଉଡ଼ି ଛାତିରୁ ମୋ ହୃଦୟକୁ ନେଇଗଲା କାଢ଼ି ତା ଆଡେ ମୁଁ ଢ଼ଳି ଢ଼ଳି ଯାଏ ଝିପିଝିପି ମେଘରେ ଚାଲିଗଲା ଆଗରେ ସୁକୁମାରୀ ଝିଅଟିଏ ଭିଜୁଥିଲା ଲାଜରେ, ଗୋଲାପି ସେ ସଞ୍ଜରେ କେଜାଣି ସେ ଥିଲା କିଏ
Humane Sagar
Explore verified Odia songs and releases by Humane Sagar.
View artist profile →Listen or verify this release via its official external catalog listing.
Open Official SourceJhipi Jhipi Meghare • Humane Sagar - Topic
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal