"Eka Eka Lage Eka" is a Odia song performed by Ananya Nanda. It is featured on "Biju Babu". Cataloged under Odia with a runtime of 4:43. Time-synchronized lyrics are available from a verified provider.
ଏକା ଏକା ଲାଗେ ଏକା ଫିକା ଫିକା ସବୁ ଫିକା କାଇଁ ଏମିତି ଲାଗେ ଏଇ ଜୀବନ? ସତେ ଧୋକା ଦେଲା କେଉଁ ପବନ କାହିଁକି ଏମିତି ହେଲୁ ଦେଖା? ଦେଖା ଦେଇ ଦୂରେଇବା, ଇଏ କି ପରୀକ୍ଷା? ଦେଖା ଦେଇ ଦୂରେଇବା, ଇଏ କି ପରୀକ୍ଷା? ଏକା ଏକା ଲାଗେ ଏକା ଫିକା ଫିକା ସବୁ ଫିକା ଏଇ ଆଖିରେ ଥିଲା ଲୁଚିରେ କେତେ ମିଠା ମିଠା ସପ୍ନରେ ସେଇ ସପନ କଲା ବାରଣ ବାଟ ଚାଲିବାକୁ ସାଥିରେ କାଇଁ ଏମିତି ଲାଗେ ଏଇ ଦୁନିଆଁ? ସତେ ପର କଲା କେଉଁ କିମିଆ କାହିଁକି ଏମିତି ଦେଲୁ କଥା? କଥା ଦେଇ ଦୂରେଇବା, ଇଏ କି ପରୀକ୍ଷା? କଥା ଦେଇ ଦୂରେଇବା, ଇଏ କି ପରୀକ୍ଷା? ଏକା ଏକା ଲାଗେ ଏକା ଫିକା ଫିକା ସବୁ ଫିକା ଏଇ ହୃଦୟ ମାଗେ ସମୟ ବାଟ ଚାଲିବାକୁ ଏକାରେ ସାଥି ତୋ ବିନା ଜିଇଁ ହୁଏନା ସପ୍ନ ରହିଗଲା ଅଧାରେ କାଇଁ ଏମିତି ଲାଗେ ଆଜି ସ୍ପନ୍ଦନ? ସତେ ଅଟକି ଯିବ ଏ ଜୀବନ କାହିଁକି ଏମିତି ହେଲୁ ଦେଖା? ସୃତି ହେଇ ଫେରିଯିବା, ଇଏ କି ପରୀକ୍ଷା? ସୃତି ହେଇ ଫେରିଯିବା, ଇଏ କି ପରୀକ୍ଷା? ଏକା ଏକା ଲାଗେ ଏକା ଫିକା ଫିକା, ହାଁ ସବୁ ଫିକା
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal
Ananya Nanda
Explore verified Odia songs and releases by Ananya Nanda.
View artist profile →