"Ek Jukta Ek (From Villain)" is a Odia song performed by Udit Narayan. It is featured on "Ek Jukta Ek (From Villain)". Cataloged under Odia with a runtime of 3:23. Time-synchronized lyrics are available from a verified provider.
[00:26.65]ଏକ ଯୁକ୍ତ, ଏକ ସମାନ, ଦୁଇ [00:29.98]ଏକ ଯୁକ୍ତ, ଏକ ସମାନ, ଦୁଇ [00:33.56]ଆଲୋ ତୁ ଦେହ ହେଲେ, ମୁଁ ତୋର [00:35.92]ଦେହର, ଛାଇ ଛାଇ ଛାଇ (ହୋ) [00:39.55]ଦେହର, ଛାଇ ଛାଇ ଛାଇ [00:43.03]ଦୁଇ ଯୁକ୍ତ, ଦୁଇ ସମାନ, ଚାରି [00:46.31]ଏ, ଦୁଇ ଯୁକ୍ତ, ଦୁଇ ସମାନ, ଚାରି [00:50.59]ତୋ ଚାରିପଟେ ଘୂରୁଛି ରେ [00:52.60]ପ୍ରେମରେ, ଘିରି ଘିରି ଘିରି ରେ [00:56.20]ପ୍ରେମରେ, ଘିରି ଘିରି ଘିରି.. [00:59.83] [01:21.97]ଅଣ୍ଟା ତୋର, ଡମ୍ବରୁ ର, କଳେବର [01:25.07]ଫିଠି ପଟେ, ଅଧା ଚାନ୍ଦ, ଉଇଁଲା ଲା ଲା [01:29.47]ସଜେଇ ହେଇ ତୁ, ଚାଲିଯାଉ ଯେବେ [01:31.72]ହୃଦୟ ଟା, ଘାଇଲା.. [01:34.65]ହଁ, ଦେହ ମୋର, କେତକୀ ସେ, ଖଇର ର [01:38.00]ବନାରସୀ ମସଲା ରେ, ଝୁମିଲା ଲା ଲା [01:42.00]ହସ ମୋର ଓଠେ, ସୁପାରୀ ସୁପାରୀ [01:44.39]ମକଚିଲେ ବାସିଲା.. [01:47.36]ହେ, ଚାରି ଯୁକ୍ତ, ଚାରି ସମାନ, ଆଠ [01:51.04]ହେ, ଚାରି ଯୁକ୍ତ, ଚାରି ସମାନ, ଆଠ [01:54.77]ଆଲୋ ମନ ସିଲଟ ରେ, ପଢେଇ ଦଉନୁ [01:57.25]ପ୍ରେମର, ପାଠ ପାଠ ପାଠ (ହୋ) [02:00.90]ପ୍ରେମର, ପାଠ ପାଠ ପାଠ [02:04.45] [02:26.52]ଇଏ ଚାହେଁ, ବୁଲି ବୁଲି, ସିଏ ଚାହେଁ [02:29.61]ବାଡୁଆ ଏଇ ବୟସ ଟା, ସାଇଲା ଲା ଲା ଲା ଲା [02:33.86]ଆମ ଘରେ ଏବେ, କେତେ ପୁଅ ବାଲା କରୁଛନ୍ତି ଝାମେଲା ଆ... [02:39.41]ଘରେ ମୋର, ତୋ ପାଇଁ, ଭାରି ବ୍ୟସ୍ତ [02:42.68]ମାଆ ମୋର ବୋହୂ ଟିଏ, ପାଇଲା ଲା ଲା ଲା ଲା ଲା ଲା ଲା [02:46.78]ବାପା କହୁଛନ୍ତି, ବୋହୂ ନୁହେଁ ସିଏ [02:48.92]ମୋ ଘର ଝିଅ ହେଲା [02:52.24]ଆଠ ଯୁକ୍ତ, ଆଠ ସମାନ, ଷୋହଳ [02:55.38]ହେ ହେ [02:56.12]ଆଠ ଯୁକ୍ତ, ଆଠ ସମାନ, ଷୋହଳ [02:59.52]ତୋ ଛୁଆଁ ପାଇଁ ମୋ ଦେହ [03:02.03]ମହକେ, ବଉଳ ବଉଳ ରେ [03:05.47]ମହକେ, ବଉଳ ବଉଳ [03:09.28]ମହକେ, ବଉଳ ବଉଳ ରେ [03:12.87]ମହକେ, ବଉଳ ବଉଳ [03:16.68]
Udit Narayan
Explore verified Odia songs and releases by Udit Narayan.
View artist profile →Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal