"Andha Kahuchhi" is a Odia song performed by Arabinda Muduli. It appears on "Arabinda Muduli Hits" (2018). Cataloged under Odia with a runtime of 7:47. Time-synchronized lyrics are available from a verified provider.
Released: 2018
View full album tracklist →ଧନ୍ୟବାଦ ଭକ୍ତବନ୍ଧୁ ମାନେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ରଥ ଯାତ୍ରା ଦେଖିବା ପାଇଁ ଦୁଇ ଜଣ ଭକ୍ତ ଇଚ୍ଛା କରିଛନ୍ତି ମନରେ ଜଣେ ଭକ୍ତ ଅନ୍ଧ ଆଉ ଜଣେ ଛୋଟା ଏମାନେ କେମିତି ଯିବେ ଜଗନ୍ନାଥ ଧାମକୁ? ହେ, ପ୍ରିୟ ଭକ୍ତବନ୍ଧୁ ମାନେ ଧ୍ୟାନ ଦେବେ ମହାପ୍ରଭୁ ଜଗନ୍ନାଥଙ୍କର କି କରୁଣା ତାଙ୍କ ପ୍ରତି ହେଲା ଆହାଃ, ଠାକୁର ଚାହିଁଲେ କଣ ନହେବ? ଅକର୍ମା ଦାନୀ ସେ ଅଟନ୍ତି, କର୍ମେ ନଥିଲେ ଯାଚି ଦିଅନ୍ତି ଅକର୍ମା ଦାନୀ ସେ ଅଟନ୍ତି, ଅକର୍ମା ଦାନେ ସେ ଅଟନ୍ତି କର୍ମେ ନଥିଲେ ଯାଚି ଦିଅନ୍ତି ଜଗନ୍ନାଥଙ୍କ ମହିମା ଆପଣମାନେ ଶୁଣନ୍ତୁ, ଆହାଃ ନାଇଁ-ନାଇଁ-ନାଇଁ, ଗୋଟେ କଥା ହଉଛି କଣ ଆପଣ ଟିକେ ଦବେଇକି ରଖନ୍ତୁ ସେ- ଭକ୍ତ ଯଉ ଗୀତ କରାହଉଛି ଭାବର କଥା ଆପଣମାନେ ଯେ କୋଳାହଳ କରୁଛନ୍ତି ଯଉମାନେ ଅଛନ୍ତି ଅଭିଭାବକ ମାନେ ତାଙ୍କୁ ଟିକେ ସେ ପିଲା ମାନଙ୍କୁ ଟିକେ ବନ୍ଦ କରନ୍ତୁ ପାଟିତୁଣ୍ଡ କରୁଛନ୍ତି ସେମିତି ଆହାଃ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଅନ୍ଧ କହୁଛି ଆରେ ଛୋଟା ଭାଇ ମନ ବଳିଛି ପୁରୀ ଯିବା ପାଇଁ ଅନ୍ଧ କହୁଛି ଆରେ ଛୋଟା ଭାଇ ମନ ବଳିଛି ପୁରୀ ଯିବା ପାଇଁ ରଥ ଚକ ଛୁଇଁବା, ବଡ ଦାଣ୍ଡେ ଗଡ଼ିବା ରଥ ଚକ ଛୁଇଁବା, ବଡ ଦାଣ୍ଡେ ଗଡ଼ିଯିବା ଅଛି କି ଏ ଯୋଗ ଆମ ପାଇଁ ରେ? ଅନ୍ଧ କହୁଛି ଆରେ ଛୋଟା ଭାଇ ମନ ବଳିଛି ପୁରୀ ଯିବା ପାଇଁ ଲକ୍ଷ-ଲକ୍ଷ ଭକ୍ତ ମାନେ ମୋତେ ଦେଖିବାକୁ ଆସିଲେ ଶ୍ରୀକ୍ଷେତ୍ର ଧାମକୁ ନନ୍ଦିଘୋଷ ରଥରେ ମୁଁ ବସିଛି ବୋଲିକି, ଜଗନ୍ନାଥ ଭାବୁଛନ୍ତି ଅନ୍ତର୍ଯ୍ୟାମୀ ବୁଝି ପାରିଲେ ସେଇ ଅନ୍ଧ ଛୋଟା ଭକ୍ତଙ୍କର ମନ ତାଙ୍କୁ କଣ କହୁଛନ୍ତି, କି ଉପାୟ ବତାଉଛନ୍ତି ମହାପ୍ରଭୁ ଜଗନ୍ନାଥ ପ୍ରିୟ ଭକ୍ତବନ୍ଧୁ ମାନେ ଟିକେ ଧ୍ୟାନ ଦେବେ ମନମୋହନ, ଚକାନୟନ ଜାଣିଲେ ଭକ୍ତ ମନ ଉପାୟ ଏକ ବତାଇଦେଲେ ପ୍ରଭୁ କାଳିଆ ବଦନ ହାହା, ମନମୋହନ, ଚକାନୟନ ଜାଣିଲେ ଭକ୍ତ ମନ ଉପାୟ ଏକ ବତାଇ ଦେଲେ ପ୍ରଭୁ କାଳିଆ ବଦନ କି ଉପାୟ? ହଠାତ ଅନ୍ଧ କହୁଛି ଅନ୍ଧ ଭକ୍ତ ଜଣେ କହୁଛନ୍ତି, ଆହାଃ ଅନ୍ଧ କହୁଛି ଛୋଟା ଭାଇ ରେ, ତୋ ଆଖି ମୋ ଆଖି ତୋ ଗୋଡ଼ ନାହିଁ, ମୋ କାନ୍ଧେ ବସି ଚାଲ ତୁ ବାଟ ଦେଖି ବାଟ ସରିଯାଇଛି, ଆହାଃ ଅନ୍ଧର ଆଖି ନାହିଁ, ଛୋଟାର ଗୋଡ ନାହିଁ ଅନ୍ଧ କହିଲେ, "ହେ ଛୋଟା ଭାଇ ତୋ ଆଖି ମୋ ଆଖି" ମୋ କାନ୍ଧରେ ତୁମେ ବସିପଡ଼ କାହିଁ କେତେ ଦୂର ଶ୍ରୀକ୍ଷେତ୍ର ଧାମ ଏଇ ନିକଟ ହେଇଯିବ ଆହାଃ, କି ଉପାୟ ଜଗନ୍ନାଥ ମହାପ୍ରଭୁ ବତେଇଲେ ଧନ୍ୟ-ଧନ୍ୟ ଭକ୍ତ ବାଟ ସରିଗଲା, ଶିରିଖେତ୍ର ହେଲା ବାଟ ସରିଗଲା, ଶିରିଖେତ୍ର ହେଲା ଆହାଃ, କି କରୁଣା, ଆହାଃ ଆହାଃ, କି କରୁଣା କଲେ ସାଇଁ ରେ ଅନ୍ଧ କହୁଛି ଆରେ ଛୋଟା ଭାଇ ମନ ବଳିଛି ପୁରୀ ଯିବା ପାଇଁ ବିଚିତ୍ର କର୍ମାଙ୍କର ବିଚିତ୍ର ଭାବ ଜାଣିପାରିଲେ ଭକ୍ତ ବୃନ୍ଦ ଅନ୍ଧର ଆଖି ନାହିଁ ସେ ଯିବ କେମିତି? ଛୋଟାର ତ ଗୋଡ ନାହିଁ, ସେ କେମିତି ନୀଳାଚଳ ଯିବ ଏତେ ବାଟ? ନାଇଁ-ନାଇଁ, ଜଗନ୍ନାଥେ କଣ କଲେ ନୀଳାଚଳକୁ ତାଙ୍କ ପାଖକୁ ନେଇଗଲେ ଏ ହେଉଛି ଭକ୍ତର ଭାବ, ଜଗନ୍ନାଥ ସେଇଥିପାଇଁ ଭକ୍ତ ପାଇଁ ପାଗଳ, ପ୍ରିୟ ଭକ୍ତ ମାନେ ଅନ୍ଧ କଣ କହୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କୁ? ହେ ମହାପ୍ରଭୁ ଦୁଃଖରେ ଅନ୍ଧ କହୁଛି ପ୍ରଭୁ, ତୁମକୁ ଦେଖି ନାହିଁ କଳା କି ଗୋରା କେମିତି ତୁମେ? ଆଜନ ମୁଁ ଜାଣି ନାହିଁ ଆହାଃ, ଦୁଃଖରେ ଅନ୍ଧ କହୁଛି ପ୍ରଭୁ, ତୁମକୁ ଦେଖି ନାହିଁ କଳା କି ଗୋରା କେମିତି ତୁମେ? ଆଜନ ମୁଁ ଜାଣି ନାହିଁ ଛୋଟା କହୁଛି, ଆହାଃ ଜଗନ୍ନାଥ ମହାପ୍ରଭୁଙ୍କୁ ଛୋଟା ଭକ୍ତ ଜଣକ କଣ କହୁଛନ୍ତି ଧ୍ୟାନ ଦେବେ ବିଧକ୍ତ ଶ୍ରୋତା ମଣ୍ଡଳୀ ଛୋଟା କହୁଛି, ଆହାଃ ଛୋଟା କହୁଛି ହେ ମହାବାହୁ ଶୁଣ ମୋ ଦୁଃଖ କଥା ଶୁଣ ମୋ ଦୁଃଖ କଥା ତୋ ପାଦ ପ୍ରଭୁ ରଖିନୁ ବୋଲି ମୋତେ କରିଛୁ ଛୋଟା ଆହାଃ, ଜଗନ୍ନାଥଙ୍କୁ ଏ କଥା ପଦକ କେଡେ ବଡ ବାଧିଲା ଠାକୁର କହିଲେ ଆହାଃ, ମୁଁ କେଡେ ଅବହେଳା କରିଛି ଭକ୍ତ ମାନଙ୍କ ପ୍ରତି, ଜଗନ୍ନାଥଙ୍କ ଏଇ ଅନୁକମ୍ପା ହେ ପ୍ରିୟ ଭକ୍ତ ବନ୍ଧୁ ମାନେ ଧ୍ୟାନ ଦେବେ, ବିଧକ୍ତ ଶ୍ରୋତା ମଣ୍ଡଳୀ ଆଜି ଆପଣ ପାଖରେ ମୁଁ ଏ ଭଜନ ଗାଇ, ନିଜକୁ ହଜେଇ ଦେଇ, ଆହାଃ-ହା କି ଭାଗ୍ୟ ମୋର, ଆପଣ ମାନେ ପ୍ରିୟ ଦର୍ଶକ ମାନେ କୃପା ରୂପକ କରତାଳି ଟିକେ ଦେଲେ ଏ ଅଧମ ଭକ୍ତ ତରିଯିବ, ହେ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଛୋଟା କହୁଛି ହେ ମହାବାହୁ ଶୁଣ ମୋ ଦୁଃଖ କଥା ତୋ ପାଦ ପ୍ରଭୁ ରଖିନୁ ବୋଲି ମୋତେ କରିଛୁ ଛୋଟା ବାଧିଲା ପ୍ରଭୁଙ୍କୁ ଭାରି, ଦୁହିଁଙ୍କି ଦେଲେ ଉଧାରି ବାଧିଲା ପ୍ରଭୁଙ୍କୁ ଭାରି, ଦୁହିଁଙ୍କି ଦେଲେ ଉଧାରି ଏମାନେ କଣ କଲେ ଆହାଃ ଅନ୍ଧ କହୁଛି ମୋତେ ଦେଖା ଗଲାଣି ଛୋଟା କହୁଛି, "ଆରେ ଭାଇ ମୋ ପାଦ କଅଁଳି ଗଲାଣି" ଆହାଃ କି ଅପୂର୍ବ, କି ଅପୂର୍ବ, କି ଅନୁକମ୍ପା ଏ ହେଉଛି ଜଗନ୍ନାଥଙ୍କର ଭକ୍ତ ପ୍ରତି ଅନୁକମ୍ପା, ହେ, ପ୍ରିୟ ଭକ୍ତବୃନ୍ଦ ଜଗବନ୍ଧୁ ପରି ଜଗବନ୍ଧୁ ପରି ବନ୍ଧୁ ନାହିଁ ରେ ଜଗବନ୍ଧୁ ପରି ବନ୍ଧୁ ନାହିଁ, ନାହିଁ ରେ ଅନ୍ଧ କହୁଛି ଆରେ ଛୋଟା ଭାଇ ଜଗବନ୍ଧୁ ପରି ବନ୍ଧୁ ନାହିଁ, ନାହିଁ ରେ ଜଗବନ୍ଧୁ ପରି ବନ୍ଧୁ ନାହିଁ, ନାହିଁ
Arabinda Muduli
Explore verified Odia songs and releases by Arabinda Muduli.
View artist profile →Listen or verify this release via its official external catalog listing.
Open Official SourceAndha Kahuchhi & other Super Hit Bhajans • Arabinda Muduli - Topic
Verified lyricist and composition credits are not yet available for this recording.
Lyrics availability depends on source availability and applicable rights. LYRX does not permanently store unauthorized copyrighted lyrics. Copyright & Removal